ଦିଲ୍ଲୀ ଟାକ୍ସି ଡ୍ରାଇଭରକୁ ଘୋଷାଡି ନେବା ଘଟଣା : କାର ସହିତ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ବସନ୍ତ କୁଞ୍ଜ ନର୍ଥ ଥାନା ଅଞ୍ଚଳ ଏନଏଚ ୮ ସର୍ଭିସ ଲାଇନରେ ଟାକ୍ସି ଡ୍ରାଇଭରକୁ ୨୦୦ ମିଟର ଘୋଷାଡି ନେବା ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ଏହାସହିତ କାରକୁ ମଧ୍ୟ ଜବତ କରିଛି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଏହି ଘଟଣାରେ ଟାକ୍ସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ପୋଲିସ କହିବା ମୁତାବକ, ୧୦ ଅକ୍ଟୋବର ରାତି ୧୧.୩୭ ମିନିଟରେ ଏନଏଚ ୮ର ସର୍ଭିସ ରୋଡ … Continue reading ଦିଲ୍ଲୀ ଟାକ୍ସି ଡ୍ରାଇଭରକୁ ଘୋଷାଡି ନେବା ଘଟଣା : କାର ସହିତ ଅଭିଯୁକ୍ତକୁ ଗିରଫ କଲା ପୋଲିସ