28.1 C
Bhubaneswar
Friday, March 29, 2024
Homeଅପରାଧସାଗର ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ସମସ୍ୟା ବଢିଲା

ସାଗର ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ସମସ୍ୟା ବଢିଲା

ନୂଆଦିଲ୍ଲୀ: ଦିଲ୍ଲୀ କୋର୍ଟ ଛତ୍ରଶାଲ ଷ୍ଟାଡିୟମରେ ୨୩ ବର୍ଷୀୟ ସାଗରର ହତ୍ୟା ମାମଲାରେ ପହିଲିମାନ ସୁଶୀଲ କୁମାରର ପୁଲିସ ରିମାଣ୍ଡକୁ ବଢାଇଛନ୍ତି । ସୁଶଲୀ କୁମାରଙ୍କ ପୁଲିସ ରିମାଣ୍ଡକୁ ୪ ଦିନ ପାଇଁ ବଢାଯାଇଛି । ଏହାପୂର୍ବରୁ ଦିଲ୍ଲୀ ପୁଲିସ ଛତ୍ରଶାଲ ଷ୍ଟାଡିୟମ ବିବାଦରେ  ଆଉ ଦୁଇ ଜଣଙ୍କୁ  ଗିରଫ କରିଥିଲା । ଏହି ବିବାଦରେ ଜଣେ ପହିଲିମାନର ମୃତ୍ୟୁ ହୋଇଥିଲା ଏବଂ ତାର ଦୁଇ ସାଥୀ ଆହତ ହୋଇଥିଲେ । ଅଧିକାରୀ କହିଥିଲେ ଯେ, ଅଭିଯୁକ୍ତ ରୋହିତ କରୋରିଆ ଓ ବିଜେନ୍ଦ୍ର କୁ ଗିରଫ କରାଯାଇଛି । ପୁଲିସ କହିଛି ଯେ, ଏହି ଘଟଣାରେ ଏପର୍ଯ୍ୟନ୍ତ ଅଲମ୍ପିକ ପଦକ ବିଜେତା ପହିଲିମାନ ସୁଶୀଲ କୁମାରଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking