ଦିଲ୍ଲୀ ବ୍ଲାଷ୍ଟ: କୋର୍ଟରେ ଉମରର ସହଯୋଗୀ
ନୂଆଦିଲ୍ଲୀ: କୋର୍ଟରେ ହାଜର ହେଲା ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର୍ ବିସ୍ଫୋରଣ ଘଟଣାର ଅଭିଯୁକ୍ତ। ଦିଲ୍ଲୀ କୋର୍ଟରେ ହାଜର ହେଲା ଆତଙ୍କୀ ଉମରର ସହେଯାଗୀ। ଉମରର ସହେଯାଗୀ ଅମିର ରସିଦ ଅଲ୍ଲୀକୁ କୋର୍ଟରେ ହାଜର କଲା ଏନଆଇଏ। କାଶ୍ମୀରର ଅମିର ରସିଦ ଅଲ୍ଲୀକୁ କାଲି ଦିଲ୍ଲୀରୁ ଗିରଫ କରିଥିଲା ଏନଆଇଏ। ଆତ୍ମଘାତୀ ବିସ୍ଫୋରଣ ପାଇଁ ଷଡଯନ୍ତ୍ର ଅଭିଯୋଗରେ ଗିରଫ କରିଥିଲା ଏନଆଇଏ। ଦିଲ୍ଲୀ ଆସି କାର୍ କିଣି ଆତଙ୍କୀ ଆକ୍ରମଣ ପାଇଁ ପୂରା ଯୋଜନା କରିଥିଲା। … Continue reading ଦିଲ୍ଲୀ ବ୍ଲାଷ୍ଟ: କୋର୍ଟରେ ଉମରର ସହଯୋଗୀ
Copy and paste this URL into your WordPress site to embed
Copy and paste this code into your site to embed