32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ଆଜି

ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ଆଜି

ନୂଆଦିଲ୍ଲୀଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ଆଜି ହେବ | ଆଜି ଦିନ 3ଟା30 ମିନିଟ ସମୟରେ ଦିଲ୍ଲୀ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ | ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛିଏନେଇ ଆଜି ଦିନ 3ଟା30ମିନିଟ ସମୟରେ ସାମ୍ୱାଦିକ ସମ୍ମିଳନୀ ଡାକିଛନ୍ତି ନିର୍ବାଚନ ଆୟୋଗ

ଦିନ 3ଟା15ମିନିଟ ସୁଦ୍ଧା ସମସ୍ତ ସାମ୍ୱାଦିକ ମାନଙ୍କୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଅନୁରୋଧ କରାଯାଇଛି ଆଜି ନିର୍ବାଚନ ଆୟୋଗ ପକ୍ଷରୁ ତାରିଖ ଘୋଷଣା ହେବା ସହ ନିର୍ବାଚନ ଆଚରଣ ସଂହିତା ମଧ୍ୟ ଲାଗୁ ହୋଇଯିବ ବୋଲି ଜଣାପଡିଛି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking