ବାକି ଦମ୍ପତିଙ୍କ ପରି କଳିଝଗଡ଼ା ଲାଗନ୍ତି ଦୀପିକା- ରଣବୀର

ନୂଆଦିଲ୍ଲୀ: ସିନେ ନିର୍ମାତା କରଣ ଜୋହରଙ୍କ ସୋ’ ‘କଫି ଉଇଥ୍ କରଣ’ରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ତାଙ୍କ ଅଭିନେତା ସ୍ବାମୀ ରଣବୀର ସିଂହ ପ୍ରଥମ ଦମ୍ପତି, ଯିଏକି ନିଜ ସଂପର୍କ ବିଷୟରେ ଖୁଲମଖୁଲା କିଛି କଥା କହିଛନ୍ତି। ଆପଣ ତ ଜାଣିଥିବେ ଯେ କିଛି ମାସ ହେବ ରଣବୀର ଓ ଦୀପିକାଙ୍କ ବୈବାହିକ ଜୀବନ ଭଲ ଚାଲିନାହିଁ ବୋଲି ଖବର ଶୁଣିବାକୁ ମିଳୁଛି। କରଣଙ୍କ ଟକ୍ ସୋ’ରେ ନିଜ ସଂପର୍କକୁ ନେଇ ଗୁଡ଼ାଏ କଥା … Continue reading ବାକି ଦମ୍ପତିଙ୍କ ପରି କଳିଝଗଡ଼ା ଲାଗନ୍ତି ଦୀପିକା- ରଣବୀର