ଦୀପାବଳି / କାଳୀପୂଜା – ୨୦୨୪ – ONA KHABAR

ମୂହୁରତ ଟ୍ରେଡିଂର ବିଶେଷତ୍ତ୍ୱ
ଭୁବନେଶ୍ୱର :  ଜଗତର ଅନ୍ଧକାରକୁ  ଦୂର କରି  ଖୁସିର ଆଲୋକ ବୁଣୁଥିବା ପର୍ବ ଦୀପାବଳୀ ।  ଘନ ଅନ୍ଧାର ରାତିରେ ବି ଧରାପୃଷ୍ଠକୁ  ଆଲୋକିତ କରୁଥିବା ପର୍ବ ଦୀପୀବଳୀ ।  ଏହି ପର୍ବ କୁ କେବଳ ସାଧାରଣ ଲୋକ ନୁହଁନ୍ତି  ଷ୍ଟକ ମାର୍କେଟ ନିବେଶକମାନେ ମଧ୍ୟ  ଏହି ଆଲୋକର ପର୍ବ କୁ ଅପେକ୍ଷା କରିଥାନ୍ତି ।  ପ୍ରକୃତରେ ଦୀପାବଳୀର  ଇକ୍ସଆରରେ  ସ୍ୱତନ୍ତ୍ର ମୁହୂରତ ଟ୍ରେଡିଂର  ଏକ ପରମ୍ପରା ରହିଛି । ହେଲେ ଏହିଥର କେତେବେଳେ ଏବଂ କେଉଁ ସମୟରେ  ଏହା ଘଟିବ ତାହା ନ୍ୟାସନାଲ ଷ୍ଟକ  ଏକ୍ସଚେଞ୍ଜ ଦ୍ୱାରା ପ୍ରକାଶ ପାଇଛି । ବିଏସଇ- ଏନଏସଇ  ନଭେମ୍ବର ୧ରେ ଦିୱାଲୀ ଅବସରରେ  ଏକ ଘଣ୍ଟିଆ  ସ୍ୱତନ୍ତ୍ର  ମୁହୂରତ  ବାଣିଜ୍ୟ  ଅଧିବେଶନ  ଆୟୋଜନ କରିବ ।  ଏହା ସନ୍ଧ୍ୟା ୬ରୁ  ୭ ମଧ୍ୟରେ ହେବ ।  ଦୀପାବଳୀ ଦିନ ଷ୍ଟକ ମାର୍କେଟରେ ସ୍ୱତନ୍ତ୍ର  ବାଣିଜ୍ୟର ଏକ ପରମ୍ପରା ରହିଛି ଯାହାକୁ ମୁହୂରତ ବାଣିଜ୍ୟ କୁହାଯାଏ । ଯଦିଓ ଦୀପୀବଳୀରେ  ଷ୍ଟକ ମାର୍କେଟ ବନ୍ଦ ରହିଛି , ଏହା ମାତ୍ର ଏକ ଘଣ୍ଟା ପାଇଁ ସ୍ୱତନ୍ତ୍ର ଭାବେ ଖୋଲା ରହିବ । ଏହି ଏକ ଘଣ୍ଟାରେ ନିବେଶକମାନେ  ଛୋଟ ନିବେଶ କରି ବଜାର ପରମ୍ପରାକୁ ଅନୁସରଣ କରନ୍ତି ।  ବିଶ୍ୱାସ କରାଯାଏ  ଏହି ଦିନ ଶୁଭ କାରବାର ସମୃଦ୍ଧତା ଆଣିଥାଏ  ଏବଂ ନିବେଶକମାନେ  ବର୍ଷସାରା  ଧନସମ୍ପତ୍ତିରେ  ପରିଣତ ହୁଏ । ନିବେଶ ଆରମ୍ଭ ପାଇଁ  ଷ୍ଟକ ମାର୍କେଟର  ନିବେଶକମାନେ  ଏହି ଦିନକୁ ଅତ୍ୟନ୍ତ ସ୍ୱତନ୍ତ୍ର  ମନେ କରନ୍ତି ।  ବିଶ୍ୱାସ କରାଯାଏ ଯେ  ମୂହୁରତ କାରବାର ସମୟରେ  ଅନେକ ଲୋକ  ସେମାନଙ୍କର  ନିବେଶ ଆରମ୍ଭ କରନ୍ତି ।  ଲୋକମାନେ ଏହି ସମୟରେ ଅଂଶଧନ  କିଣିବା ଶୁଭ ବୋଲି  ବିବେଚନା କରନ୍ତି ।  ଲୋକମାନେ ବିଶ୍ୱାସ କରନ୍ତି ଯେ  ଏହି ଶୁଭ ଅବସରରେ  ବାଣିଜ୍ୟ କରୁଥିବା  ବ୍ୟକ୍ତିମାନେ ବର୍ଷସାରା  ଟଙ୍କା ରୋଜଗାର ଏବଂ ସମୃଦ୍ଧତା ହାସଲ କରିବାର ଏକ ଉତ୍ତମ ସୁଯୋଗ ପାଇଥାନ୍ତି  ।

The post ମୂହୁରତ  ଟ୍ରେଡିଂର   ବିଶେଷତ୍ତ୍ୱ appeared first on ONA KHABAR.

ଷ୍ଟକ ମାର୍କେଟର ମୂହୁରତ କାରବାର କ’ଣ
ଭୁବନେଶ୍ୱର: ଦୀପାବଳୀକୁ ନେଇ ଉତ୍ସବ ମୁଖର ସାରା ସହର, ବଜାର। ପ୍ରତିବର୍ଷ ଦିୱାଲୀରେ ଷ୍ଟକ ମାର୍କେଟ ବନ୍ଦ ରହିଥାଏ ।  କିନ୍ତୁ ସନ୍ଧ୍ୟାରେ  ବଜାର କିଛି ଘଣ୍ଟା ପାଇଁ  ଖୋଲା ଯାଇଥାଏ । ସେନ୍ସେକ୍ସ ଏବଂ ନିଫ୍ଟି ଏକ ଘଣ୍ଟା ପାଇଁ ସ୍ୱତନ୍ତ୍ର ଭାବେ  ଖୋଲାଯାଇଛି ।  ଦିୱାଲୀ ଛୁଟି ଦିନ ହୋଇଥିଲେ ମଧ୍ୟ  ସ୍ୱତନ୍ତ୍ର ବଜାର ସନ୍ଧ୍ୟାରେ  ମାତ୍ର ଏକ ଘଣ୍ଟା ପାଇଁ ଖୋଲାଯାଏ ।  ଏହି ସ୍ୱତନ୍ତ୍ର ବାଣିଜ୍ୟ ଅଧିବେଶନକୁ ମୁହୁରତ ବାଣିଜ୍ୟ କୁହାଯାଏ ।  ଦୀପାବଳୀ ଅବସରରେ ଭାରତୀୟ ଷ୍ଟକ ମାର୍କେଟରେ ମୂହୁର୍ତ୍ତ କାରବାରର ଏକ ପରମ୍ପରା ରହିଛି ।  ଦୀପାବଳୀ ଦିନ ବିଶେଷ କରି ସନ୍ଧାରେ  ଏକ ଘଣ୍ଟା ପାଇଁ  ବାଣିଜ୍ୟ ପାଇଁ ବଜାର  ଖୋଲାଯାଇଥାଏ । ଯାହାକୁ  ମୂହୁର୍ତ୍ତ ବାଣିଜ୍ୟ କୁହାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ନୂତନ ସମ୍ବତ ୨୦୮୧ ର  ଆରମ୍ଭକୁ ଚିହ୍ନିବା ପାଇଁ  ମୂହୁର୍ତ୍ତ ପାଳନ କରାଯାଏ ।  ଏହା ଏକ ଶୁଭ ସମୟ  ଭାବରେ ବିବେଚନା କରାଯାଏ ।  ନିବେଶ ଆରମ୍ଭ ପାଇଁ  ଷ୍ଟକ ମାର୍କେଟ ର  ନିବେଶକମାନେ  ଏହି ଦିନକୁ ଅତ୍ୟନ୍ତ ସ୍ୱତନ୍ତ୍ର  ମନେ କରନ୍ତି ।  ବିଶ୍ୱାସ କରାଯାଏ ଯେ  ମୂହୁରତ କାରବାର ସମୟରେ  ଅନେକ ଲୋକ  ସେମାନଙ୍କର  ନିବେଶ ଆରମ୍ଭ କରନ୍ତି ।  ଲୋକମାନେ ଏହି ସମୟରେ ଅଂଶଧନ  କିଣିବା ଶୁଭ ବୋଲି  ବିବେଚନା କରନ୍ତି । ଲୋକମାନେ  ବିଶ୍ୱାସ କରନ୍ତି ଯେ  ଏହି ଶୁଭ ଅବସରରେ  ବାଣିଜ୍ୟ କରୁଥିବା  ବ୍ୟକ୍ତିମାନେ ବର୍ଷସାରା  ଟଙ୍କା ରୋଜଗାର ଏବଂ ସମୃଦ୍ଧତା ହାସଲ କରିବାର ଏକ ଉତ୍ତମ ସୁଯୋଗ ପାଇଥାନ୍ତି  ।

The post  ଷ୍ଟକ  ମାର୍କେଟର ମୂହୁରତ କାରବାର କ’ଣ appeared first on ONA KHABAR.

ମୂହୁରତ ଟ୍ରେଡିଂ କେବେ ?
ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏହି ପର୍ବ କୁ କେବଳ ସାଧାରଣ ଲୋକ ନୁହଁନ୍ତି  ଷ୍ଟକ ମାର୍କେଟ ନିବେଶକମାନେ ମଧ୍ୟ  ଏହି ଆଲୋକର ପର୍ବକୁ ଅପେକ୍ଷା କରିଥାନ୍ତି ।  ପ୍ରକୃତରେ ଦୀପାବଳୀର ଏ ଇକ୍ସଆରରେ  ସ୍ୱତନ୍ତ୍ର ମୁହୂରତ ଟ୍ରେଡିଂର  ଏକ ପରମ୍ପରା ରହିଛି । ହେଲେ ଏହିଥର କେତେବେଳେ ଏବଂ କେଉଁ ସମୟରେ  ଏହା ଘଟିବ ତାହା ନ୍ୟାସନାଲ ଷ୍ଟକ  ଏକ୍ସଚେଞ୍ଜ ଦ୍ୱାରା ପ୍ରକାଶ ପାଇଛି । ବିଏସଇ- ଏନଏସଇ  ନଭେମ୍ବର ୧ରେ ଦିୱାଲୀ ଅବସରରେ  ଏକ ଘଣ୍ଟିଆ  ସ୍ୱତନ୍ତ୍ର  ମୁହୂରତ  ବାଣିଜ୍ୟ  ଅଧିବେଶନ  ଆୟୋଜନ କରିବ ।  ଏହା ସନ୍ଧ୍ୟା ୬ରୁ  ୭ ମଧ୍ୟରେ ହେବ ।  ଦୀପାବଳୀ ଦିନ ଷ୍ଟକ ମାର୍କେଟରେ ସ୍ୱତନ୍ତ୍ର  ବାଣିଜ୍ୟର ଏକ ପରମ୍ପରା ରହିଛି ଯାହାକୁ ମୁହୂରତ  ବାଣିଜ୍ୟ କୁହାଯାଏ । ଯଦିଓ ଦୀପୀବଳୀରେ  ଷ୍ଟକ ମାର୍କେଟ ବନ୍ଦ ରହିଛି , ଏହା ମାତ୍ର ଏକ ଘଣ୍ଟା ପାଇଁ ସ୍ୱତନ୍ତ୍ର ଭାବେ ଖୋଲା ରହିବ । ଏହି ଏକ ଘଣ୍ଟାରେ ନିବେଶକମାନେ  ଛୋଟ ନିବେଶ କରି ବଜାର ପରମ୍ପରାକୁ ଅନୁସରଣ କରନ୍ତି ।  ବିଶ୍ୱାସ କରାଯାଏ  ଏହି ଦିନ ଶୁଭ କାରବାର ସମୃଦ୍ଧତା ଆଣିଥାଏ  ଏବଂ ନିବେଶକମାନେ  ବର୍ଷସାରା  ଧନସମ୍ପତ୍ତିରେ  ପରିଣତ ହୁଏ ।  ସେୟାର ବଜାରରେ ଦୀପାବଳୀ ଦିନ ମୁହୁରତ କାରବାରର ପରମ୍ପରା ଆଜି ନୁହେଁ,  ପଆଞ୍ଚ ଦଶନ୍ଧି ପୁରୁଣା ବେଳର । ମୁହୁରାତ ବାଣିଜ୍ୟର ଅଭ୍ୟାସ  ୧୯୫୭ ରେ ବିଏସଇ ରେ ଏବଂ ୧୯୯୨ ରେ ଏନଏସଇ ରେ ଆରମ୍ଭ ହୋଇଥିଲା ।  ମୁହୂରାତ ଟ୍ରେଡିଂ ଅଧିବେଶନରେ  ନିବେଶକ ଏବଂ ଦଲାଲମାନେ ମୂଲ୍ୟ ଭିତ୍ତିକ ଷ୍ଟକ କିଣନ୍ତି । ଯାହା ଦୀର୍ଘ ସମୟ ପାଇଁ ଭଲ ।  ନିବେଶକମାନେ ବିଶ୍ୱାସ କରନ୍ତି ଯେ  ଏହି ଅବସରରେ  କିଣାଯାଇଥିବା ସେୟାରଗୁଡିକ  ଭାଗ୍ୟଶାଳୀ  ଚମତ୍କାର  ଭାବରେ ରଖାଯିବା ଉଚିତ ।  ସେମାନେ ଅଂଶଧନ କିଣନ୍ତି । ପରବର୍ତ୍ତୀ ପିଢିକୁ ମଧ୍ୟ ପଠାନ୍ତି ।  କୌଣସି ନୂତମ କାର‌୍ୟ୍ୟ ଆରମ୍ଭ କରିବା ପାଇଁ  ଦୀପାବଳୀକୁ ଶୁଭ ବୋଲି ବିବେଚନା କରାଯାଏ ।  ଏଭଳି ପରିସ୍ଥିତିରେ ଅନେକ ନିବେଶକ  ଏହି ବିଶେଷ ମୂହୁରତ ବାଣିଜ୍ୟ  ଅଧିବେଶନରେ ଷ୍ଟକ ମାର୍କେଟରେ ସେମାନଙ୍କର ପ୍ରଥମ ବିନିଯୋଗ କରନ୍ତି ।

The post ମୂହୁରତ   ଟ୍ରେଡିଂ  କେବେ ? appeared first on ONA KHABAR.

ମୁହୂରତ ଟ୍ରେଡିଂ କଣ ?
ଭୁବନେଶ୍ୱର: ଆଗକୁ ଆସୁଛି ଦୀପୀବଳୀ ପର୍ବ ପାର୍ବଣର ଦିନ । ଦୀପୀବଳୀ ଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ଭାରତର ନ୍ୟାସନାଲ  ଷ୍ଟକ ଏକ୍ସଚେଞ୍ଜରେ  ପ୍ରତିବର୍ଷ  ମୂହୁରତ୍ ଟ୍ରେଡିଙ୍ଗ  ଏକ ସ୍ୱତନ୍ତ୍ର ଅଧିବେଶନ ପାଳନ କରାଯାଏ  ।  ମୂହୁରତ ଶବ୍ଦଟି ଏକ ଶୁଭ ଶବ୍ଦ ।  ଏହା ଶୁଭ ମୂହୁରତକୁ ବୁଝାଇଥାଏ । ଦୀପୀବଳୀରେ  ସନ୍ଧ୍ୟା ସମୟରେ ପ୍ରାୟ  ଏକ ଘଣ୍ଟା ଧରି ଚାଲି ଥିବା ଏହି ବିଶେଷ ଅଧିବେଶନ ପାରମ୍ପାରିକ ହିନ୍ଦୁ ହିସାବ ବର୍ଷ ସମଭଟକୁ ଉଦଘାଟନ କରେ ।  ଏହି ଅଧିବେଶନ   ସମୟରେ  ସେୟାର ମାର୍କେଟ ର ସାକ୍ଷୀମାନେ ଦୃଢତାର ସହ ଅଂଶ ଗ୍ରହଣ କରନ୍ତି । ବଜାର ସହିତ ସକରାତ୍ମକ ଭାବେ ଜଡିତ ଥାଆନ୍ତି । ଐତିହାସିକ ଭାଗରେ  ଗୁଜୁରାଟୀ  ବ୍ୟବସାୟୀ  ଏବଂ  ନିବେଶକମାନେ ପାରମ୍ପାରିକ ଭାବରେ  ମୂହୂରାତ ସମୟରେ  ଅଂଶଧନ କ୍ରୟ କରିଥିଲେ, ଯେତେବେଳେ ମାରୱାଡି  ବ୍ୟବସାୟୀ  ଏବଂ ନିବେଶକମାନେ ଇକ୍ୱିଟି ବିକ୍ରୟ କରିବାକୁ ପସନ୍ଦ କରିଥିଲେ , ଏହି ବିଶ୍ୱାସକୁ ପାଳନ କରି ଦୀପୀବଳୀରେ  ଘରେ ଟଙ୍କା ରଖିବା ଉଚିତ ନୁହେଁ । ବର୍ତ୍ତମାନ  ଏହି ଅଧିବେଶନ ମୁଖ୍ୟତଃ  ଏକ ସାଙ୍କେତିକ ଅଙ୍ଗଭଙ୍ଗୀ ।  ଷ୍ଟକ  ଏକ୍ସଚେଞ୍ଜଗୁଡିକ  ମୂହୁରତ ଟ୍ରେଡିଂ ଅଧିବେଶନ ପରିଚାଳନା ପାଇଁ ଏକ ନିର୍ଦିଷ୍ଟ ସନ୍ଧ୍ୟା ସମୟ ନିର୍ଦ୍ଧାରଣ କରେ । ଅଧିବେଶନ ଆରମ୍ଭ ପୂର୍ବରୁ ଅନେକ ଦଲାଲ ଏବଂ  ବ୍ୟବସାୟୀ ପାରମ୍ପାରିକ  ପୂଜା ରୀତିନୀତି ପାଳନ କରନ୍ତି ।  ଏହି ସମୟରେ ସେମାନଙ୍କ ଖାତା , ପୁସ୍ତକ ଏବଂ ବାଣିଜ୍ୟ ଉପକରଣଗୁଡିକୁ ପୂଜା କରନ୍ତି ।  ମୂହୁରତ ଟ୍ରେଡିଂ ଅଧିବେଶନ  ଏକ ସାଧାରଣ ବାଣିଜ୍ୟ ଦିନ   ସମାନ ଭାବେ କାର୍ଯ୍ୟ କରାଯାଏ  ।  ବାଣିଜ୍ୟ ଏକ ସାଧାରଣ ବାଣିଜ୍ୟ ଅଧିବେଶନ  ପରି କରାଯାଇଥାଏ ।  ବାଣିଜ୍ୟ ଅଧିବେଶନ ସମୟରେ  ନିବେଶକମାନେ ମା ଳକ୍ଷ୍ମୀଙ୍କୁ  ରୀତିନୀତିରେ ପୂଜା କରନ୍ତି ।  ମୂହୂରତ ଟ୍ରେଡିଂ ଅଧିବେଶନର ସମାପ୍ତି  ପ୍ରମୁଖ ଷ୍ଟକ ଏକ୍ସଚେଞ୍ଜର  ବାଣିଜ୍ୟ ଉତ୍ସବର ଭାବନା ସହିତ କରାଯାଇଥାଏ ।

The post ମୁହୂରତ ଟ୍ରେଡିଂ କଣ ? appeared first on ONA KHABAR.

ଭାରତର ଏହି ସ୍ଥାନରେ ପାଳନ ହୁଏନି ଦୀପାବଳି
ଭୁବନଶ୍ୱର : ପ୍ରତିବର୍ଷ ଲୋକମାନେ ଦୀପାବଳି ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ଏହି ପର୍ବ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପାଳନ କରାଯାଏ। ଏହି ପର୍ବ ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ପାଳନ କରାଯାଏ। ଏହି ଦିନ ଭଗବାନ ଗଣେଶ ଓ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ହିନ୍ଦୁମାନେ ସେମାନଙ୍କ ଘର ଓ ମନ୍ଦିରରେ ଦୀପ ଜାଳନ୍ତି। ଆଜି ଆମେ ଏହି ପର୍ବ ସହିତ ଜଡିତ ଏପରି ଏକ କାହାଣୀ କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ଭାରତର ଏପରି ସ୍ଥାନ ଅଛି ଯେଉଁଠାରେ ଦୀପାବଳି ପାଳନ କରାଯାଏ ନାହିଁ? ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ନାହିଁ। ଏପରିକି ସେହି ସ୍ଥାନରେ ଦୀପ ଜଳାଯାଏ ନାହିଁ । ଆସନ୍ତୁ ଜାଣିବା କାହିଁକି ସେହି ସ୍ଥାନରେ ଦୀପାବଳି ପାଳନ କରାଯାଏ ନାହିଁ ଓ ଏହା ପଛରେ ପ୍ରକୃତ କାହାଣୀ କ’ଣ?ଭାରତର କେରଳ ରାଜ୍ୟରେ ପାଳନ କରାଯାଏ ନାହିଁ। କେବଳ ଏହି ରାଜ୍ୟର କୋଚି ସହରରେ ଦୀପାବଳି ପାଳନ କରାଯାଏ। ଆପଣ ନିଶ୍ଚିତ ଭାବରେ ଭାବୁଥିବେ କାହିଁକି ଏହି ସ୍ଥାନରେ ରହୁଥିବା ଲୋକମାନେ ଦୀପାବଳି ପାଳନ କରନ୍ତି ନାହିଁ? ଏଠାରେ ଦୀପାବଳି ପାଳନ ନକରିବାର ଏକ କାରଣ ଅଛି। ଏହି ଅଞ୍ଚଳର ଲୋକମାନେ ବିଶ୍ୱାସ କରନ୍ତି ଯେ ଦୀପାବଳି ଦିନ କେରଳର ରାଜା ମହାବଳୀଙ୍କର ମୃତ୍ୟୁ ହୋଇଥିଲା। ଏହି କାରଣରୁ ଦୀପାବଳି କେରଳବାସୀଙ୍କ ପାଇଁ ଶୋକ ଦିବସ ଭାବେ ବିବେଚନା କରାଯାଏ। ଅନ୍ୟପକ୍ଷରେ ଏଠାରେ ହିନ୍ଦୁମାନଙ୍କ ସଂଖ୍ୟା ମଧ୍ୟ କମ୍। ବିଜ୍ଞାନ ଅନୁଯାୟୀ, ଏହି ସମୟରେ ରାଜ୍ୟରେ ବର୍ଷା ହୁଏ ନାହିଁ, ଯେଉଁଥିପାଇଁ ଲୋକମାନେ ବାଣ ଓ ଦୀପ ଜାଳନ୍ତି ନାହିଁ। କେରଳ ବ୍ୟତୀତ ତାମିଲନାଡୁର କିଛି ଅଞ୍ଚଳରେ ଦୀପାବଳି ପାଳନ କରାଯାଏ ନାହିଁ। ସେହି ସ୍ଥାନରେ ରହୁଥିବା ଲୋକମାନେ ନରକ ଚତୁର୍ଦ୍ଦଶୀ ପର୍ବ ପାଳନ କରନ୍ତି। ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି ଯେ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀରେ ଭଗବାନ କୃଷ୍ଣ ନାରକାସୁରଙ୍କୁ ବଧ କରିଥିଲେ। ଏହି ଜାଗାରେ ରହୁଥିବା ଲୋକମାନେ ଏହାକୁ ଛୋଟି ଦୀପାବଳି ଭାବରେ ପାଳନ କରନ୍ତି।

The post ଭାରତର ଏହି ସ୍ଥାନରେ ପାଳନ ହୁଏନି ଦୀପାବଳି appeared first on ONA KHABAR.

ଦୀପାବଳି ଅମାବାସ୍ୟାରେ ହେବ ଧରାପୃଷ୍ଠ ଆଲୋକିତ
ଭୁବନେଶ୍ୱର :  ଜଗତର ଅନ୍ଧକାରକୁ  ଦୂର କରି  ଖୁସିର ଆଲୋକ ବୁଣୁଥିବା ପର୍ବ ଦୀପାବଳୀ ।  ଘନ ଅନ୍ଧାର ରାତିରେ ବି ଧରାପୃଷ୍ଠକୁ  ଆଲୋକିତ କରୁଥିବା ପର୍ବ ଦୀପାବଳି।  କେଉଁଠି ଧନ ଓ ସମୃଦ୍ଧିର ଦେବୀ ମା ଲକ୍ଷ୍ମୀ ଙ୍କୁ  ପୂଜା କରିବା ବିଧି ତ ଆଉ କେଉଁଠି  ମା କାଳୀଙ୍କୁ  ଉପାସନାର ସମୟ ତ ଆଉ କେଉଁଠି  ପିତୃପୁରୁଷଙ୍କୁ  ମନେପକାଇ ପୂଜାର୍ଚ୍ଚନା କରିବାର ପର୍ବ ହେଉଛି  ଦୀପୀବଳୀ ।  ଭାରତର ଏକ ପ୍ରମୁଖ ପର୍ବ ଭାବେ ପାଳନ କରାଯାଏ ଦୀପୀବଳୀକୁ ।  କେବଳ ଯେ  ଦୀପ ଜାଳି , ବାଣ ଫୁଟାଇ ଓ ମିଠା ଖାଇ  ଏହା ପାଳନ କରାଯାଏନି  ବରଂ ଆପଣ ଯଦି ଉତ୍ତର ଭାରତ ପଟେ  ଦେଖିବେ  ତାହାହେଲେ ସେଠୋରେ ଦୀପୀବଳୀକୁ ତିନିଦିନ ଧରି ଦୀପାବଳୀ ମନାଯାଏ ।  ବଡ ଦିୱାଲି , ଛୋଟି ଦିୱାଲି, ଧନତେରସ । ଘରକୁ ସଫା ସପତୁରା କରି  ରଙ୍ଗୋଲି ପକାଇ ତିନିଦିନ ଧରି  ଲୋକମାନେ ମା ଲକ୍ଷ୍‌ମୀଙ୍କୁ  ପୂଜାର୍ଚ୍ଚନା କରନ୍ତି ।  ଏହି ସମୟରେ ସୁନା, ରୂପା, କିଣିଲେ ଧନ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି ।  ସେହିପରି ପଶ୍ଚିମବଙ୍ଗ,  ଓଡିଶା, ଆସାମ, ତ୍ରିପୁରା,  ଆଦି ରାଜ୍‌ୟରେ ଦୀପାବଳିରେ  ମା କାଳୀଙ୍କ  ଆରାଧନା କରାଯାଏ ।  ତେଣୁ ଏସବୁ ସ୍ଥାନରେ  ଦୀପାବଳୀ କାଳୀପୂଜା  ବା ଶ୍ୟାମାକାଳୀ ପୂଜା ନାଁରେ ପାଳନ କରାଯାଏ ।  ବିଶେଷକରି ପଶ୍ଚିମବଙ୍ଗରେ  କାଳୀ ପୂଜାର  ଆୟୋଜନ ବେଶ ଧୁମଧାମରେ ହୁଏ ।  ଏଠି ଶକ୍ତି  ଉପାସନାର ପ୍ରଥା ବେଶ ପୁରୁଣା ।  ଖାସ କରି ପଶ୍ଚିମବଙ୍ଗର  ଗାଁଗୁଡିକରେ  ଏହି  ସମୟରେ  କାଳୀମାଙ୍କ ଆରାଧନା କରାଯାଏ । ନାଲି ମନ୍ଦାର ଫୁଲରେ ମାଙ୍କୁ ସଜାଯାଏ ।  ଅମାବାସ୍ୟା ରାତିରୁ ଆରମ୍ଭ ହୋଇ ଏଠି ୮ରୁ ୧୦ ଦିନ ବ୍ୟାପି  ପୂଜାର  ମାହୋଲ  ଜମେ ।  ପୂଜାର ଶେଷ ଦିନ  ମାଙ୍କ ବିରାଟ ପଟୁଆରା ଭସାଣୀ ପାଇଁ  ଯେବେ  ବାହାରେ  ହଜାର ହଜାର ଭକ୍ତଙ୍କ ସମାଗମରେ  ମାଙ୍କ ଜୟ ଜୟକାର ପଡେ । ସତେ ଯେପରି ଲାଗେ  ଅଧର୍ମ ଉପରେ ଧର୍ମର ବିଜୟ କରି ମା ଲେଉଟି  ଯାଉଛନ୍ତି ।

The post ଦୀପାବଳି ଅମାବାସ୍ୟାରେ ହେବ ଧରାପୃଷ୍ଠ ଆଲୋକିତ appeared first on ONA KHABAR.

ଦୀପାବଳୀର ବିଶେଷତ୍ୱ
ଭୁୁବନେଶ୍ୱର : ଭାରତୀୟମାନଙ୍କର ଦୀପାବଳୀ ଏକ  ଆଲୋକର ପର୍ବ । ହିନ୍ଦୁମାନଙ୍କ ପାଇଁ  ଦୀପାବଳୀ  ଏକ ମୁଖ୍ୟ  ପର୍ବ ହୋଇଥିବାରୁ  ଘରକୁ ସାଜ ସଜ୍ଜା କରିବା ସହିତ  ମାଟି ନିର୍ମିତ ଦୀପ ଜାଳି କରି ଏହି ପର୍ବ ପାଳନ କରାଯାଏ ।  ଏହି ପର୍ବ କୁ ବହୁ ଜଣ  ଶ୍ରଦ୍ଧାରେ  ଆଲୋକର ଉତ୍ସବ, ଆଲୋକର ପର୍ବ , ଦିୱାଲି  ବୋଲି କହିଥାନ୍ତି ।  ବିଶେଷ କରି ହିନ୍ଦୁ , ବୌଦ୍ଧ,  ଜୈନ ଓ ଶିଖ ଧର୍ମାବଲମ୍ବୀ  ଏହାକୁ ପାଳନ କରନ୍ତି ।  ଘରକୁ ବିଭିନ୍ନ ଆଲୋକମାଳାରେ ସଜାଇବା , ବାଣ ଫୁଟାଇବା,  ମିଠା ଓ ଉପହାର ବାଣ୍ଟି ଆନନ୍ଦର ସହିତ ଏହି ପର୍ବ ପାଳନ କରାଯାଏ । କିମ୍ବଦନ୍ତୀ ଅନୁସାରେ  କାର୍ତ୍ତିକ ଅମାବାସ୍ୟା ରେ ଦୀପାବଳୀ   ଉସ୍‌ଛବ ପାଳନ କରାଯାଏ । ଲୋକାକ୍ତିରେ ପୟାଶ୍ରାଦ୍ଧ ଦିବସ  କୁହାଯାଏ ।  ଅନେକ ଶ୍ରୀ କ୍ଷେତ୍ରର ବାଇଶି ପାହାଚରେ  ପିଣ୍ଡଦାନ କରି  ପିତୃଗଣଙ୍କ  ଆଶୀର୍ବାଦ କରନ୍ତି ।  ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ  ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ  ପ୍ରାର୍ଥନା କରନ୍ତି ।  କାଉଁରିଆ କାଠି ଜାଳି  ବଡବଡୁଆଙ୍କୁ ଡାକନ୍ତି –  ବଡବଡୁଆ ହୋ  ଅନ୍ଧାରରେ ଆସ  ଆଲୁଅରେ ଯାଅ, ପୁରୁଷୋତ୍ତମରେ  ମହାପ୍ରସାଦ ଖାଇ ବାଇଶି ପାବଛେ  ଗଡଗଡାଉଥାଅ । ଉସ୍‌ଛବ ତତ୍ୱବଧାନ ଆନୁଯାୟୀ ଏକଦା କାର୍ତ୍ତିକ  (ତୁଳା) ମାସ – ଘନ ଅନ୍ଧକାରରେ  କୃଷ୍ଣ  ପକ୍ଷରେ  ଜଣେ ଭବ୍ୟ ଦ୍ରଷ୍ଟା   ପ୍ରଭୁ ଶ୍ରୀରାମ ଙ୍କୁ ବିପର‌୍ୟ  ଦୁର୍ଭାଗ୍ୟ  କାଳ ସର୍ପ ରୂପେ  ଅମାବାସ୍ୟା ରାତିରେ  ଦଂଶନ କରିବା ପାଇଁ  ଲୁଚି ଛପି ଆସିବାର  ଭବିଷ୍ୟବାଣୀ କରିଥିଲେ ।  ପୁରାଣରେ  ଲେଖା ଅଛି ଯେ ଦୈତ୍ୟରାଜ  ବଳିଙ୍କର ଦାନ ଧର୍ମ ଦେଖି  ସ୍ୱର୍ଗର ଦେବତାମାନଙ୍କ ଭାଳେଣି ପଡିଗଲା ।  ବଳି ପୁଣ୍‌ୟ ଫଳରେ  ସ୍ୱର୍ଗପୁରର ଅଧିକାରୀ ହୋଇପାରନ୍ତି ।  ତେଣୁ ଦେବତାମାନଙ୍କ ପ୍ରାର୍ଥନାରେ  ବିଷ୍ଣୁ ବାମନ ଅବତାର ନେଇ  ବଳିଙ୍କ ପାଖରେ ପହଞ୍ଚି  ତାଙ୍କୁ ତିନିପାଦ ଭୁମି ମାଗିଥିଲେ ।  ଗୋଟିଏ ପାଦରେ ପୃଥିବୀ, ଅନ୍ୟ ଗୋଟିଏ ପାଦରେ  ସ୍ୱର୍ଗ ଓ ତୃତୀୟ ପାଦରେ  ବଳିଙ୍କୁ ପାତାଳକୁ ଚାପିଦେଲେ ।  ତାପରେ ବଳିଙ୍କୁ ପ୍ରାର୍ଥନା କରିବାରୁ  ବର୍ଷକରେ ଥରେ ମର୍ତ୍ତପୁରକୁ ଆସି  ପ୍ରଜାମାନଙ୍କୁ  ଦର୍ଶନ କରିବାକୁ  ବିଷ୍ଣୁ ଏଥିରେ  ସମ୍ମତ୍ତି ଜଣାଇ କାର୍ତ୍ତିକ ଶୁଳ୍ଳ ପ୍ରତିପଦା ଦିନ ବଳି  ମର୍ତ୍ତ୍ୟକୁ ଆସିବାକୁ ବରଦାନ କରିଥିଲେ । ସେହିଦିନଠାରୁ  ମର୍ତ୍ତବାସୀ  ଆନନ୍ଦରେ ଦୀପଜାଳି ଆଲୋକିତ କରନ୍ତି ।

The post ଦୀପାବଳୀର ବିଶେଷତ୍ୱ appeared first on ONA KHABAR.

କାହିଁକି ପାଳନ କରାଯାଏ ଆଲୋକର ପର୍ବ ଦୀପୀବଳୀ
ଭୁବନେଶ୍ୱର : ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । କେବଳ ଓଡିଶାରେ ନୁହେଁ ଭାରତୀୟ ସଂସ୍କୃତି ପରମ୍ପରାରେ ଏହି ପର୍ବ କୁ ସାରା ଦେଶରେ ପାଳନ କରାଯାଏ । ଦେଶର ବିଭିନ୍ନ ପ୍ରାନ୍ତର ପ୍ରଦେଶିକ ପର୍ବ ତୁଳନାରେ ଏହାର ମହତ୍ତ୍ୱ ସବୁଠି ଆଗରେ । ଦୀପାବଳୀ ଦିନ ଓଡିଶାରେ ଆମର ପୂର୍ବ ପୂରୁଷଙ୍କୁ ଦୀ ଦାନ କରି ପୂଜାର୍ଚ୍ଚନା କରିବାର ନୀତିକାନ୍ତ ରହିଛି । ତେବେ ଆପଣ କଣ ଜାଣିଛନ୍ତି କି, କାହିଁକି ପାଳନ କରାଯାଏ ଦୀପାବଳୀ ? ଦୀପାବଳୀ ପାଳନ ପଛର ରହସ୍ୟ କଣ ? ତେବେ ଆସନ୍ତୁ ଜାଣିବା । ପୌରାଣିକ ଗ୍ରନ୍ଥ ଅନୁସାରେ ତ୍ରେତୟା ଯୁଗରେ ଏହି ପର୍ବ ପାଳନ ଆରମ୍ଭ ହୋଇଛି । ୧୪ ବର୍ଷ ବନବାସ ସାରିବା ପରି ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ଚନ୍ଦ୍ର ଅଯୋଧ୍ୟାକୁ ଫେରିଥିଲେ । ରାମଙ୍କର ଏହି ଫେରିବା ଦିନକୁ ଅଯୋଧ୍ୟାବାସୀ ଧୁମଧାମରେ ପାଳନ କରୁଥିଲେ । ଦୀର୍ଘ ୧୪ ବର୍ଷ ଧରି ବନରେ ବିତାଇଥିବା ଶ୍ରୀରାମ ଅମାବାସ୍ୟା ତିଥିରେ ଅଯୋଧ୍ୟା ଫେରିଥିଲେ । ଏଣୁ ଏହି ଅମାବାସ୍ୟା ରାତିରେ ଅନ୍ଧାରକୁ ଦୂର କରିବା ଲାଗି ଅଯୋଧ୍ୟାବାସୀ ଦୀ ଜଳାଇଥିଲେ । ନିଜ ଇଷ୍ଟଙ୍କ ଆଗମନକୁ ଦୃଷ୍ଟିରେ ରଖି ଆନନ୍ଦରେ ମନାସୁଛନ୍ତି । ଶହ ଶହ ଦୀପ ଜାଳି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ଏହି ଦିନ ସ୍ୱାଗତ କରାଯାଇଥିଲା । ସେହି ଦିନଠାରୁ ଆଲୋକର ପର୍ବ ଦୀପୀବଳୀ ପାଳନ କରାଯାଉଛି । ଏହି ଦିନ ସମସ୍ତ ଅନ୍ଧକାର ରୂପୀ ଅଶୁଭ ଶକ୍ତିର ବିନାଶ ହୋଇ ସତ୍‌ୟ ରୂପକ ଆଲୋକ ସାରା ଦୂନିଆକୁ ଆଲୋକିତ କରିଥାଏ । ଏହି ଦିନ ପିତୃପୁରୁଷଙ୍କ ସ୍ମୃତି ଉଦେଶ୍ୟରେ ପୂଜାର୍ଚ୍ଚନା କରାଯାଏ । ଦୀ ଜାଳି ସେମାନଙ୍କର ଆତ୍ମାର ସଦଗତି ପାଇଁ କାମନା କରାଯାଇଥାଏ ।

The post କାହିଁକି ପାଳନ କରାଯାଏ ଆଲୋକର  ପର୍ବ ଦୀପୀବଳୀ appeared first on ONA KHABAR.

ଦୀପୀବଳୀ ପାଳନର ପୌରାଣିକ କଥା
ଭୁବନେଶ୍ବର : କାର୍ତ୍ତିକ ଅମାବାସ୍ୟା କୁ  ଦୀପାବଳୀ ଅମାବାସ୍ୟା କହନ୍ତି । ଚଳିତ ଥର ଅକ୍ଟୋବର 31 ତାରିଖ  ଗୁରୁବାର ଦିନ ଦୀପାବଳୀ ପଡୁଛି ।  ପ୍ରତ୍ୟକ ହିନ୍ଦୁମାନଙ୍କର  ଏହା ଏକ ବିଶିଷ୍ଟ ପର୍ବ । ଏହି ପର୍ବ ପର୍ବାଣୀ ଦ୍ୱାରା ପ୍ରତ୍ୟକଙ୍କ ମନରେ  ଆନନ୍ଦର ନଦୀ ପ୍ରବାହିତ ହୁଏ ।  ପୂରା ଭାରତର ସବତ୍ର  ଏହି ପର୍ବ  ମହା ଆଡମ୍ବର ସହିତ ପାଳନ କରାଯାଏ । ଏହା ଖାଲି ଆଲୋକର ପର୍ବ ନୁହେଁ  ଏହା ମଧ୍ୟ ଭାଇଚାରାର ପର୍ବ । ପୌରାଣିକ ଦୃଷ୍ଟିରୁ ଲୋକ ବିଶ୍ୱାସ କରନ୍ତି କି  ଏହି ଦିନ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣକୁ ବଦ୍ଧ କରି  ମା ସୀତାକୁ ଉଦ୍ଧାର କରି  ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।  ସେହିଦିନ ଅଯୋଧ୍ୟାବାସୀ  ମାତା ସୀତୀଙ୍କୁ ଦୀପ ଜାଳି  ସ୍ୱାଗତ କରିଥିଲେ । ସେହି ସ୍ମୃତିକୁ ମନେ ପକାଇବା ପାଇଁ  ଲୋକମାନେ ଦୀପୀବଳୀ  ଉତ୍ସବ ପାଳନ କରୁଛନ୍ତି । ଦୀପାବଳୀ ଦିନ  ଘର ବାହାର ଚାରିଆଡ  ସଫାସୁତୁରା କରାଯାଏ । ଏହି ଦିନ ସମସ୍ତେ ସ୍ୱଚ୍ଛ ବସ୍ତ୍ର ପରିଧାନ କରିବା ସହିତ ମା କାଳୀଙ୍କୁ ଆରାଧନା କରିଥାନ୍ତି । ଘର,ଦୋକାନ, ବଜାର ସବୁ ଆଲୋକମାଳାରେ  ସଜାଯାଏ । ସନ୍ଧ୍ୟାହେବା ମାତ୍ରେ ଚାରିଆଡେ ଦୀପ ଆଲୋକରେ ଆଲୋକିତ ହୁଏ  ଗାଁଠୁ ସହର । ଗାଁ ଦାଣ୍ଡରେ ସମସ୍ତେ ଦୀପ ଜାଳି ବାଣ ଫୁଟାଇ  ବେଶ ଖୁସି ମନାଇଥାନ୍ତି । ବାଣ ଶବ୍ଦରେ ଚାରିଆଡେ  ନୂତନ ଝଙ୍କାର ଖେଳିଯାଏ । ଏହି ଦିନ ସହର ବଜାର ସବୁ ଆଲୋକରେ ପରିପୂର୍ଣ୍ଣ ହୋଇଥାଏ । ଏହି ଦିନ ପିତୃ ପୁରୁଷମାନଙ୍କୁ ପିତୃ ଶ୍ରାଦ୍ଧ ମଧ୍ୟ ଦିଅନ୍ତି ।  ସନ୍ଧ୍ୟାପରେ  ପିତୃ ଲୋକମାନଙ୍କ ଉଦେଶ୍ୟ ରେ ଦୀପଦାନ କରାଯାଏ । ବଡ ବଡୁଆଙ୍କୁ କାଉଁରିଆ କାଠିର ବିଡ ଜାଳି ଡକାଯାଏ ।  ଏହି ଦିନ ଘରେ ଘରେ ପିଠା ପଣାର ଆସର ଜମିଥାଏ   ା

The post ଦୀପୀବଳୀ ପାଳନର ପୌରାଣିକ କଥା appeared first on ONA KHABAR.

ଦୀପାବଳିର କିଛି ଅଜଣା କଥା
ନାନା ପୌରାଣିକ ମତବାଦ, ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡେ ଏହା ଏକ କୃଷି ଭିତ୍ତିକ ବିଧି ଅଟେ । ଯାହା ପ୍ରାଚୀନ କଳିଙ୍ଗର କୃଷିକ୍ଷେତ୍ର ଓ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜିତ ହେଉଥିଲା । ଧାନର ଏନ୍ତୁଡ଼ିଶାଳ ଓଡ଼ିଶାର ଚାଷବାସରେ ସମୃଦ୍ଧ ଥିଲା । ଏହାର ପାରମ୍ପାରିକ ଚାଷ ଚାଷ ପ୍ରଣାଳି ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗ ପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉକୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ମତବ୍ୟକ୍ତ କରିଛନ୍ତି । ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର, ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକ ମାନେ ମତ ଦିଅନ୍ତି । ଏଥିସହ ଅମଳ ଋତୁ ଉପନୀତ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ । କାର୍ତ୍ତିକ ମାସର ଅମାବାସ୍ୟାରେ ଏମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଏ ଯେ , ରାତ୍ରି ସମୟରେ ଜୀବନ ଅସ୍ତବ୍ୟସ୍ତ ହୋଇପଡେ । ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ , ଦୀପ , ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ ।

The post ଦୀପାବଳିର କିଛି ଅଜଣା କଥା appeared first on ONA KHABAR.