ଜାମିନରେ ବାହାରିଲେ ଦୀପକ ଗୁପ୍ତା

କେନ୍ଦୁଝର : ବହୁ ଚର୍ଚ୍ଚିତ ଉଳିବୁର ଖଣି ଦୁର୍ନୀତି ର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଆଜି ବେଲ ରେ ବାହାରିଲେ ମାନ୍ୟବର ହାଇକୋର୍ଟ ତାଙ୍କୁ ବେଲ ପ୍ରଦାନ କରିଛନ୍ତି। ୨ ଜଣ ଜାମିନଦାର ଓ ୧ କୋଟି ଅର୍ଥ ଜମା କରି ବାକୁ ନିର୍ଦେଶ ଦେଇଥିଲେ ମାନ୍ୟବର ହାଇକୋର୍ଟ । ୫-୦୯-୨୦୧୩ ରୁ ଗିରଫ ହୋଇ ଜେଲ ରେ ଥିଲେ ଦୀପକ ଗୁପ୍ତା । ୯୩୭ କୋଟି ଟଙ୍କାର ବହୁଚର୍ଚିତ ଉଳିବୁର ଖଣି ଦୁର୍ନୀତି ମାମଲା ରେ ଗିରଫ ହୋଇଥିଲେ । ଏବେ ପର୍ଯ୍ୟନ୍ତ 13 ଜଣ ବେଲ ରେ ଅଛନ୍ତି। ଏହି ଘଟଣା ରେ ୨୭ ଜଣ ଓ ୨ ଟି କମ୍ପାନୀ ଙ୍କ ବିରୁଦ୍ଧରେ କେଶ କରିଥିଲା ଭିଜିଲାନ୍ସ। ଏବେ ବି ଅନେକଙ୍କୁ ଗିରଫ କରି ପାରିନାହିଁ ଭିଜିଲାନ୍ସ । ସେମାନଙ୍କ ମଧ୍ୟରେ ଦୀପକ ଙ୍କ ପରିବାର ଲୋକେ ମଧ୍ୟ ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here