କମୁଛି ହୀରାକୁଦ ଜଳସ୍ତର: ଟଳିଲା ବନ୍ୟା ବିପଦ
ସମ୍ବଲପୁର ; କମୁଛି ହୀରାକୁଦ ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୨୦ଟି ଗେଟ ଖୋଲା ରହିଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୦ ଫୁଟ ତଳକୁ ଖସିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୭୫ହଜାର କ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୫୦ହଜାର ଜଳ ନିଷ୍କାସିତ ହେଉଛି । ଏବେ ମୁଣ୍ଡଳିରେ ୪ଲକ୍ଷ ୫୦ହଜାର କ୍ୟସେକ ଜଳ ପ୍ରବାହିତ ହେଉଛି । ଜଳସ୍ତର କମୁଥିବାରୁ ଏବେ ମହାନଦୀର ତଳମୁଣ୍ଡ କି ଉପରମୁଣ୍ଡରେ ବନ୍ୟା … Continue reading କମୁଛି ହୀରାକୁଦ ଜଳସ୍ତର: ଟଳିଲା ବନ୍ୟା ବିପଦ
Copy and paste this URL into your WordPress site to embed
Copy and paste this code into your site to embed