ମାମଲା ପ୍ରତ୍ୟାହାର ପାଇଁ ହତ୍ୟା ଧମକ ଆସୁଛି: ପୀତବାସଙ୍କ ପତ୍ନୀ

ଗଞ୍ଜାମ: ପୀତବାସ ହତ୍ୟା ମାମଲାରେ ପୀତବାସଙ୍କ ପତ୍ନୀ ପ୍ରେସମିଟ କରିଛନ୍ତି । କହିଛନ୍ତି, ମାମଲା ପ୍ରତ୍ୟାହାର ପାଇଁ  ଧମକ ଆସୁଥିବା ଅଭିଯୋଗ କଲେ ପତ୍ନୀ । ଅଜଣା ନମ୍ବରରୁ ପାଖକୁ ୨ ଥର ଧମକପୂର୍ଣ୍ଣ କଲ ଆସିଛି । ମାମଲା ପ୍ରତ୍ୟାହାର ନକଲେ ଜୀବନରୁ ମାରିଦେବାକୁ  ଧମକ ଦେଉଛନ୍ତି । ବିକ୍ରମ ପଣ୍ଡାଙ୍କ ନାଁ ନେଇ ହତ୍ୟା ଧମକ ଦିଆଯାଉଛି । ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଧମକ ଦିଆଯାଉଛି ।  ଧମକପୂର୍ଣ୍ଣ ଫୋନ କଲକୁ  ନେଇ … Continue reading ମାମଲା ପ୍ରତ୍ୟାହାର ପାଇଁ ହତ୍ୟା ଧମକ ଆସୁଛି: ପୀତବାସଙ୍କ ପତ୍ନୀ