40.1 C
Bhubaneswar
Thursday, April 25, 2024
Homeଅପରାଧବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

 

ଗୁଣୁପୁର: କାମ କରୁଥିବା ବେଳେ ଅଚାନକ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପ୍ରଧାନୀଗୁଡା ଗ୍ରାମର କାଲକା ରାଜୁ । ରାୟଗଡା ଜିଲ୍ଲା ଗୁଣୁପୁର ବାଇପାସ ନିକଟରେ ଥିବା ଏକ ଯାନବାହନ ସର୍ଭିସ ସେଣ୍ଟର ରେ କାମ କରୁଥିବା ବେଳେ ଛାତ ଉପରେଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ11kv ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଖବର ପାଇ ଗୁଣୁପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଆହତକଲୋକା ରାଜୁ ଓ ପପୁନ କୁମାର ଙ୍କୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ମଧ୍ୟ ଡାକ୍ତର କଲୋକା ରାଜୁଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking