ସୋର ଫେରନ୍ତା ମହିଳା ଙ୍କ ର ମୃତ୍ୟୁ କୁ ନେଇ ଗ୍ରାମବାସୀ ଭୟଭିତ

ମୟୂରଭଞ୍ଜ-   ଭାରତ ସାରା କରୋନା ମହାମାରି କୁ ନେଇ ଭୟଭିତ ଥିବା ସମୟରେ ଆଜି ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ଅଧିନରେ ଥିବା ଭିମଦା ପଞ୍ଚାୟତ ର ରତନପୁର ଗ୍ରାମରେ ଏକ ମହିଳା ସୋରରେ କାମ କରି ଗତକାଲି ଘରକୁ ଫେରିଥିଲେ । ଘରେ ଖାଇ ଶୋଇଥିବା ସମୟରେ ମୃତ୍ୟୁ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଏହି ସମୟରେ ମୃତକ ମହିଳା ର ପୁଅ କଟକରେ ରହୁଥିବା ରୁ ଆସିନପାରିବାକୁ ନେଇ  ଶବ ସତ୍କାର ପାଇଁ ଚିନ୍ତାରେ ଗ୍ରାମବାସୀ ।ତେବେ ବାଲେଶ୍ବର ଜିଲ୍ଲାରେ କରୋନା ପଜିଟିଭ କୁ ନେଇ ସୋରରୁ ଫେରି ମୃତ୍ୟୁ ହୋଇଥିବା ରୁ ଗ୍ରାମବାସୀ ଭୟଭିତ ଅଛନ୍ତି ବୋଲି କହିଛନ୍ତି ।
– ମୟୂରଭଞ୍ଜ ବଡ଼ସାହିରୁ ସୂର୍ଯ୍ୟକାନ୍ତି ରାଉତଙ୍କ ରିପୋଟ
https://onakhabar.com/2020/06/14/9-thousands-cross-covid-19-death-in-india/