ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ

ସୋନପୁର : ସୋନପୁରରେ ବୋରୱେଲ ଗାତରେ ଖସି ପଡ଼ିଥିବା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଅଢ଼େଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲେ ବୃଦ୍ଧା । ଦୀର୍ଘ ଘଣ୍ଟାର କସରତ ପରେ ୨୦ ଫୁଟ୍ ବୋରୱେଲ ଗାତ ତଳୁ ତାଙ୍କୁ ଉଦ୍ଧାର କରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ । ଏହାପରେ ତାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା । ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏନେଇ ସୂଚନା ଦେଲେ ଅଗ୍ନିଶମ … Continue reading ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ