‘ଚନ୍ଦ୍ରଯାନ-୩’ ଲଞ୍ଚ୍‌ ବେଳେ ‘କାଉଣ୍ଟଡାଉନ୍‌’ ଘୋଷଣା କରିଥିବା ‘ଇସ୍ରୋ’ ବୈଜ୍ଞାନିକା ବାଲାର୍ମାତିଙ୍କ ପରଲୋକ

ତାମିଲନାଡ଼ୁ : ଚନ୍ଦ୍ରଯାନ-୩ ଲଞ୍ଚିଂ ବେଳେ ସମଗ୍ର ଦେଶବାସୀଙ୍କ ନଜର ଟିଭି ପରଦା ଉପରେ ଥିଲା। ଏହି ସମୟରେ ଏକ ଦମଦାର ସ୍ୱରରେ ଜଣେ ମହିଳା କାଉଣ୍ଟଡାଉନ୍‌ କରୁଥିବା ବେଳେ ଦେଶବାସୀଙ୍କ ହାର୍ଟବିଟ୍‌ ବି ସେହି ଅନୁପାତରେ ବଢ଼ି ଚାଲିଥିଲା। ଚନ୍ଦ୍ରଯାନର ସଫଳ ଉତ୍‌କ୍ଷେପଣ ହେବା ପରେ ଏହା ଗୋଟିଏ ପରେ ଗୋଟିଏ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିବା ବେଳେ ତାହାର କାଉଣ୍ଟଡାଉନ୍‌ କରିଥିବା ସ୍ୱର କିନ୍ତୁ ଆଉ ଶୁଣିବାକୁ ମିଳିବନି। ଅଚାନକ ନୀରବି ଗଲା ପରଦା … Continue reading ‘ଚନ୍ଦ୍ରଯାନ-୩’ ଲଞ୍ଚ୍‌ ବେଳେ ‘କାଉଣ୍ଟଡାଉନ୍‌’ ଘୋଷଣା କରିଥିବା ‘ଇସ୍ରୋ’ ବୈଜ୍ଞାନିକା ବାଲାର୍ମାତିଙ୍କ ପରଲୋକ