34.1 C
Bhubaneswar
Friday, March 29, 2024
Homeଓଡିଶାପରିତ୍ୟକ୍ତ ପୋଖରୀ ରେ ବୁଡି ନାବାଳିକା ମୃତ୍ୟୁ

ପରିତ୍ୟକ୍ତ ପୋଖରୀ ରେ ବୁଡି ନାବାଳିକା ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଗ୍ରାମର କାହ୍ନୁ ଚରଣ ମୁଣ୍ଡା ଙ୍କର ଝିଅ ବର୍ଷା ମୁଣ୍ଡା ବୟସ (୯) ଗତ କାଲି ଅପରାହ୍ନ ୩ ଟା ସମୟରେ ଘରୁ ବାହାରକୁ ଶୌଚ ପାଇଁ ଯାଇଥିଲେ, ଅନେକ ସମୟ ପରେ ମଧ୍ୟ ଘରକୁ ନ ଆସିବାରୁ ଘର ଲୋକେ ଚାରି ଆଡ଼େ ଖୋଜାଖୋଜି କରିବା ସହ ଝିଅର ସାଙ୍ଗ ମାନଙ୍କୁ ଯୋଗାଯୋଗ କରିବାସହ ରାତି ସାରା ଖୋଜାଖୋଜି କଲା ପରେ ମଧ୍ଯ କୌଣସି ପ୍ରକାର ଖବର ପାଇ ପାରି ନଥିଲେ ଶେଷରେ ନିରାଶ ହୋଇ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ,ଅଗ୍ନିଶମ ବିଭାଗ ପକ୍ଷରୁ ଗାଁ ନିକଟରେ ଥିବା ପରିତ୍ୟକ୍ତ ପୋଖରୀ ରେ ଖୋଜିଲା ପରେ ନାବାଳିକା ର ମୃତ ଦେହ ଉଦ୍ଧାର କରାଯାଇଛି, ଉକ୍ତ ଶବ କୁ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଲୟକୁ ପଠା ଯାଇଥିବା ସୂଚନା ମିଳିଛି। 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking