32.1 C
Bhubaneswar
Sunday, June 26, 2022
Homeଓଡିଶାପାଣିରେ ବୁଡି ୨ ନାବାଳକ ମୃତ

ପାଣିରେ ବୁଡି ୨ ନାବାଳକ ମୃତ

କୋରାପୁଟ : ପାଣିରେ ବୁଡି ୨ ନାବାଳକ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସଦର ଥାନା ଦଶମନ୍ତପୁର ବ୍ଲକ ମାଝୀଗଡା ଗାଁରେ ଘଟିଛି ଦଃୁଖଦ ଘଟଣା । ରାସ୍ତା ନିର୍ମାଣ ପାଇଁ ଖୋଳା ଯାଇଥିବା ଗାଡିଆରେ ବୁଡି ମୃତ । ବର୍ଷା ଯୋଗୁଁ ପାଣି ଭର୍ତ୍ତି ହୋଇ ରହିଥିବା ଗାଡିଆରେ ପଡିଗଲେ । ଖେଳିବା ବେଳେ ଅସାବଧାନତାରେ ପଡିଯାଇଥିବା ସନ୍ଦେହ । ଘଟଣାସ୍ଥଳରେ ପହଂଚିଲେ କୋରାପୁଟ ଏସଡିପିଓ ଓ ପୋଲିସ ।

ଶ୍ରୀଜୀଉଙ୍କ ଦଶମୂଳ ପ୍ରସ୍ତୁତି ଓ ଚକା ବିଜେ ନୀତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking