ଭୋଟ ଦବାକୁ ଆସି ମୃତ୍ୟୁ

ଜଗତ୍‌ସିଂପୁର: ରଘୁନାଥପୁର ବ୍ଲକ୍ ରେଢୁଆ ବୁଥ୍‌କୁ ଭୋଟ ଦବାକୁଆସୁଥିବା ବେଳେ ବୃଦ୍ଧାଙ୍କ ମୃତ୍ୟୁ । ରାସ୍ତାରେ ଆସୁଥିବା ସମୟରେ ଟଳିପଡ଼ିବାରୁ ତାଙ୍କୁୂ ଡ଼ାକ୍ତରଖାନା ଅଣଯାଇଥିଲା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟଥିଲା । ସୂଚନାଥାଉକି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୧ଟା ସୁଦ୍ଧା ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ଏଠାରେ ଭୋଟ ଚାଲିଛି । ତେବେ ସକାଳ ୭ଟାରୁ ଅପରାହ୍ନ ୬ଟା ଯାଏଁ ଚାଲିବ ମତଦାନ ।

LEAVE A REPLY

Please enter your comment!
Please enter your name here