26.1 C
Bhubaneswar
Friday, March 29, 2024
Homeଓଡିଶାଡକ୍ଟର ବି ଆର ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

ଡକ୍ଟର ବି ଆର ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

କେନ୍ଦ୍ରାପଡା : ସଫେଇ କର୍ମଚାରୀମାନେ କେନ୍ଦ୍ରାପଡା ସହର ସ୍ଥିତ ମୁନିସପାଲଟି ଟାଉନ ହଲରେ ସମ୍ବିଧାନ ପ୍ରଣେତା ଡକ୍ଟର ବି ଆର ଆମ୍ବେଦକରଙ୍କ ତିରୋଧାନ ଦିବସ ଅବସରରେ ସମ୍ବିଧାନ ଦିବସ ପାଳନ କରିଛନ୍ତି । ଏହି କାଯ୍ୟକ୍ରମରେ ଦଳିତ ନେତା ନଗେନ୍ଦ୍ର ଜେନା ସଭାପତିତ୍ବ କରିଥିଲେ ଓ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । କେନ୍ଦ୍ରାପଡା ଟାଉନ ଥାନା ଓ ସଦର ଥାନା ଅଧିକାରୀ ଅତିଥି ଭାବେ କାଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking