31.1 C
Bhubaneswar
Friday, March 29, 2024
Homeଓଡିଶାନଦୀ ବନ୍ଧରୁ ଗାଡ଼ି ସହ ଖସିପଡ଼ି ବାଇକ୍ ଆରୋହୀଙ୍କ ମୃତ୍ୟୁ

ନଦୀ ବନ୍ଧରୁ ଗାଡ଼ି ସହ ଖସିପଡ଼ି ବାଇକ୍ ଆରୋହୀଙ୍କ ମୃତ୍ୟୁ

 
ବାରଙ୍ଗ: ଦିନକୁ ଦିନ ସଡକ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳରେ । ଆଜି ସକାଳେ କାହ୍ନାପୁର – ବାଲିପଡା ରାସ୍ତା ଅନ୍ତର୍ଗତ କୁଆଖାଇ ନଦୀ ବନ୍ଧରୁ ଖସି ପଡ଼ି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ହେଉଛନ୍ତି ବେଣାଗଡ଼ିଆ ଗ୍ରାମର ମନୋଜ ପୃଷ୍ଟି ।
ତେବେ କୌଣସି କାରଣରୁ ନଦୀ ବନ୍ଧରୁ ଗାଡ଼ି ସହ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଥିଲେ ବି ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
https://onakhabar.com/2020/01/31/save-children-rescued-suspect-killed/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking