26.1 C
Bhubaneswar
Friday, March 29, 2024
Homeଓଡିଶାପରିତ୍ୟକ୍ତ କୂଅରୁ ଅଜଣାବ୍ୟକ୍ତିଙ୍କ ମୃତ୍ୟ ଦେହ ଉଦ୍ଧାର

ପରିତ୍ୟକ୍ତ କୂଅରୁ ଅଜଣାବ୍ୟକ୍ତିଙ୍କ ମୃତ୍ୟ ଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଘୁଟୁର ଛକ ହୁଣ୍ଡାଇ ସରୁମ ପଛପାଖରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟ ଦେହ ଉଧାର କରିଛି କେନ୍ଦୁଝର ଦମକଳ ବାହିନୀ । ସୂଚନା ଅନୁଯାୟୀ, ଟାଉନ ଥାନା ଅନ୍ତର୍ଗତ ଘୁଟୁର ଛକ ହୁଣ୍ଡାଇ ସରୁମ ପଛପାଖରେ ପରିତ୍ୟକ୍ତ କୂଅ ଅଛି ଆଜି ଅପରାହ୍ନରେ ଗ୍ରାମବାସୀ ଦେଖି ପ୍ରଥମେ ଟାଉନ ପୋଲିସ କୁ ଖବରଦେବା ପରେ ଦମକଳ ବାହିନୀକୁ ଜଣାଇଥିଲେ ଦମକଳ ବାହିନୀ ଉଦୟନାଥ ପଟା, ଜଗନ୍ନାଥ ମୁର୍ମୁ,ସରୋଜ କୁମାର ମଲ୍ଲିକଙ୍କ ସମେତ ଏକ ଟିମ ଆସି କୂଅରୁ ମୃତ୍ୟ ଦେହକୁ ଉଠାଇ ଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୁତକଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କର ବୟସ ପାଖାପାଖି ୪୫ ବର୍ଷ ହୋଇଥିବ ବୋଲି ଜଣା ଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking