27.1 C
Bhubaneswar
Tuesday, March 19, 2024
Homeଓଡିଶାଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଶିରିପୁର ନିକଟସ୍ଥ ପୋଖରୀ କଡ଼ରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଳେ ଗତକାଲି ରାତି ପରଠାରୁ ପୋଖରୀ ନିକଟସ୍ଥ ନାଳ କଡ଼ରେ ପଡିଥିବା ଅନୁମାନ କରାଯାଉଛି । ଖବର ପାଇ ଟାଉନଥାନା ପୋଲିସ ମୃତ ଦେହକୁ ଉଦ୍ଧାର କରିଥିବାବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking