34.1 C
Bhubaneswar
Thursday, April 25, 2024
Homeଓଡିଶାଅଜଣା ଯୁବକର ମୃତଦେହ କେନାଲରୁ ଉଦ୍ଧାର

ଅଜଣା ଯୁବକର ମୃତଦେହ କେନାଲରୁ ଉଦ୍ଧାର

କଳାହାଣ୍ଡି : ଜୟପାଟଣା ଥାନା ଅନ୍ତର୍ଗତ ଇନ୍ଦ୍ରାବତୀ ବାମ କେନାଲର ଜଳତାମୁଣ୍ଡା ଡିଷ୍ଟ୍ରିବ୍ୟୁଟାରି ମତୁଆଲଗୁଡା ଗାଁ ନିକଟରେ ଏକ ଅଜଣା ଯୁବକର ମୃତଦେହ କେନାଲ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ପୋଲିସ ବିଭାଗକୁ ସୂଚନା ପରେ କୁଟୁରୁ ଥାନା କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ପାଣିରୁ ଉଦ୍ଧାର କରିଥିଲେ । ଯୁବକର ପରିଚୟ ଏଯାବତ ମିଳିପାରି ନଥିବା ବେଳେ କେଉଁ ପରିସ୍ଥିତିରେ ଯୁବକର ମୃତଦେହ କେନାଲ ପାଣିରେ ଆସିଲା ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ । ମୃତଦେହ ଚିହ୍ନଟ ହେବା ଘଟଣା ସମ୍ପର୍କରେ ଜଣାପଡିବ ବୋଲି ପୋଲିସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking