28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିର ଶବ

ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିର ଶବ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଶିରିଷପାଳ ପଞ୍ଚାୟତ ଡିମିରବାହଳ ଗ୍ରାମର ଟାଙ୍ଗରବନ୍ଧରେ ଏକ ଅଜଣା ବ୍ୟକ୍ତି ର ମୃତ ଦେହ ବସୁଥିବା ଦେଖା ଯାଇଛି । ବ୍ୟକ୍ତିଟିର ପରିଚୟ ମିଳି ନଥିବା ବେଳେ ସ୍ଥାନୀୟ ଗ୍ରାମର ବ୍ୟକ୍ତି ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି । ବ୍ୟକ୍ତିଟି କେଉଁ କାରଣ ରୁ ଏହି ପୋଖରୀରେ ପଡି ମରିଛି ଜଣା ପଡିନଥିବା ବେଳେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking