39.8 C
Bhubaneswar
Thursday, April 18, 2024
Homeଅପରାଧପୁଣି ଶବକୁ ଅସମ୍ମାନ ହଜିଗଲା ମାନାନବିକତା

ପୁଣି ଶବକୁ ଅସମ୍ମାନ ହଜିଗଲା ମାନାନବିକତା

କଳାହାଣ୍ଡି : ଅନ୍ଧ ବିଶ୍ବାସର ଅନ୍ଧ ଗଳିରେ l ମଣିଷ କୁଷ୍ଠ ରୋଗୀ ବୋଲି ଆସିଲେନି କେହି ବନ୍ଧୁ ବାନ୍ଧବ l ସମ୍ପର୍କୀୟ ଶେଷରେ ସାଇକେଲରେ ବୁହା ହେଲା ଶବ l ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗୁଡା ଗାଁରେ l କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ବେହେରା ଗୁଡା ଗାଁ ର ସୁବାସ ଦର୍ଵାନ୍ ଦୀର୍ଘ ୪ ବର୍ଷ ହେବ ସୁଗାର ରୋଗ ଶହ କୁଷ୍ଠରେ ପୀଡ଼ିତ ଥିଲେ l ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇ ଥିଲା l ହେଲେ ତାଙ୍କୁ ଲୋକେ ଘୃଣା କରିବା ସହ ପାଖକୁ ଆସିଲେନି ଫଳରେ ତାଙ୍କ ଭାଇ ଓ କକା ସାଇକେଲରେ ଶବକୁ ଟାଣି ଟାଣି ଆଣି ଶବ ସତ୍କାର କରିଥିଲେ l ବର୍ତ୍ତମାନ ସୁବାସଙ୍କ ୩ ପୁଅଝିଅ ଅଛନ୍ତି l
https://onakhabar.com/2020/01/18/loot-9/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking