37.1 C
Bhubaneswar
Thursday, March 28, 2024
Homeଅପରାଧଚନ୍ଦ୍ରଶେଖରପୁରରେ ଡ୍ରାଇଭରଙ୍କ ମୃତଦେହ ଠାବ

ଚନ୍ଦ୍ରଶେଖରପୁରରେ ଡ୍ରାଇଭରଙ୍କ ମୃତଦେହ ଠାବ

ଭୁବନେଶ୍ୱର: ରାଜଧାନୀରେ ଘଟିଛି ଏକ ଅଭାବନୀୟ ଘଟଣା | ଚନ୍ଦ୍ରଶେଖରପୁର ଥାନା ଶ୍ରୀବିହାରରୁ ଜଣେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ପୁରୀ ବ୍ରହ୍ମଗିରି ଅଞ୍ଚଳର ସୁନୀଲ ସେଠୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ।ସୂଚନାଯୋଗ୍ୟ ଯେ, ଚନ୍ଦ୍ରଶେଖରପୁର ଥାନା ଶ୍ରୀବିହାରରୁ ଜଣେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ପୁରୀ ବ୍ରହ୍ନଗିରି ଅଞ୍ଚଳର ସୁନୀଲ ସେଠୀ ବୋଲି ଜଣାପଡିଛି । ସେ ଭୁବନେଶ୍ବରରେ ରହି ଡ୍ରାଇଭର ଭାବେ କାମ କରୁଥିଲେ । କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
https://onakhabar.com/2019/12/02/sucide-24/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking