37.1 C
Bhubaneswar
Thursday, March 28, 2024
Homeଓଡିଶାରେଳଲାଇନ କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ରେଳଲାଇନ କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ଅନୁଗୁଳ : ଅନୁଗୁଳ ଥାନା କୁମଣ୍ଡ ରେଳଲାଇନ କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ଏନେଇ ବର୍ତ୍ତମାନ ମଧ୍ୟ ମୃତକଙ୍କ ପରିଚୟ ମିଳିପାରିପାହିଁ। ମୃତ ଦେହ ନିକଟରୁ ଏକ ମୋବାଇଲ ଜବତ କରାଯାଇଛି। ପ୍ରେମ ଜନିତ ମାମଲାକୁ କେନ୍ଦ୍ର କରି କେହି ଜଣେ ହତ୍ୟା କରି ରେଳଲାଇନ୍ କଡରେ ଫୋପାଡି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି। ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ବର୍ତ୍ତମାନ ସନ୍ଦେହ ଘେରରେ। ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଉଦ୍ଦାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
https://onakhabar.com/2020/06/10/new-guideline-for-govt-offices/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking