43.9 C
Bhubaneswar
Friday, April 19, 2024
Homeଓଡିଶାଜଙ୍ଗଲରେ ୨ଟି ହାତୀର ମୃତଦେହ

ଜଙ୍ଗଲରେ ୨ଟି ହାତୀର ମୃତଦେହ

କୁଚିଣ୍ଡା : କୁଚିଣ୍ଡା ଜଙ୍ଗଲରେ ୨ଟି ହାତୀର ମୃତଦେହ ଠାବ । ବାମରା ବଡରମା ରେଂଜ ତିଳେଇମାଲ ପତ୍ରା ଜଙ୍ଗଲରେ ଠାବ । ଗୋଟିଏ ମାଇ ଓ ଗୋଟିଏ ଦନ୍ତାହାତୀର ମୃତଦେହ ଠାବ । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବନବିଭାଗ ତଦନ୍ତ ଆରମ୍ଭ କରିଛି ।

ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking