28.1 C
Bhubaneswar
Thursday, March 28, 2024
Homeଓଡିଶାଛାତରୁ ପଡି ଯୁବକଙ୍କ ମୃତ୍ୟୁ

ଛାତରୁ ପଡି ଯୁବକଙ୍କ ମୃତ୍ୟୁ

କଟକ: ନୂଆବର୍ଷକୁ ପାଳନ କରିବା ପାଇଁ ଚାରିଆଡ଼େ ସମସ୍ତେ ମସଗୁଲ୍ ଥିବାବେଳେ ଏହି ସମୟରେ ରାଜ୍ୟର କିଛି କିଛି ସ୍ଥାନରେ ଦୁଃଖଦ ଘଟଣା ଘଟିଯାଇଛି । ତେବେ କେଉଁଠି ଜିରୋ ନାଇଟ୍ ସେଲେବ୍ରେସନ୍ ବେଳେ କିଛି କଥାକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଛି ତ ଆଉ କେଉଁଠି ଛାତରୁ ଖସି ଯୁବକଙ୍କ ମୃତ୍ୟୁ ଘଟିଛି । ଏମିତି ଏକ ଅଭାବନୀୟ ଘଟଣା କଟକ ବାଦାମବାଡି ଅଞ୍ଚଳରେ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗତକାଲି ଜିରୋ ନାଇଟ୍ ସେଲେବ୍ରେସନ୍ ପାଇଁ ଭୋଜିର ଆୟୋଜନ କରାଯାଇଥିଲା । ଘରର ଛାତ ଉପରେ ଚାଲିଥିଲା ଭୋଜି । ଏହି ସମୟରେ ଛାତରୁ ତଳକୁ ଖସି ପଡ଼ିଥିଲେ ଜଣେ ଯୁବକ । ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକଙ୍କ ନାଁ ପ୍ରୀତମ ସାହୁ ବୋଲି ଜଣାପଡିଛି ।
https://onakhabar.com/2020/01/01/jawan-sahid/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking