ଅନୁପ୍ରବେଶ ଉଦ୍ୟମ ବେଳେ ସଫା ୨ ଆତଙ୍କୀ
ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ଦୁଇ ଆତଙ୍କବାଦୀ ପୁଞ୍ଚ ବାଲାକୋଟ ନିକଟରେ ଭାରତ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି । ଏନେଇ ସେନା ପକ୍ଷରୁ ଏକ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି । ଏହି ଘଟଣା ପରେ ସର୍ଚ୍ଚ ଅପରେସନ କରାଯାଇ ଘଟଣାସ୍ଥଳରୁ ଗୋଟିଏ AK-47 ରାଇଫଲ, ଦୁଇଟି ମାଗାଜିନ, ୩୦ ରାଉଣ୍ଡ ଗୁଳି, ଦୁଇଟି ଗ୍ରେନେଡ୍ ଓ … Continue reading ଅନୁପ୍ରବେଶ ଉଦ୍ୟମ ବେଳେ ସଫା ୨ ଆତଙ୍କୀ
Copy and paste this URL into your WordPress site to embed
Copy and paste this code into your site to embed