28.1 C
Bhubaneswar
Friday, March 29, 2024
Homeଓଡିଶାଲଜରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ଲଜରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ସହର ସ୍ଥିତ ସନ୍ତୋଷୀ ଲଜର କର୍ମଚାରୀ ମନୋଜ ନାୟକ ନାମକ ୨୮ ବର୍ଷ ଯୁବକ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ l ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଗୁରୁବାର ସକାଳୁ ଘରେ କୌଣସି ଏକ ଘଟଣାକୁ ନେଇ ମନୋଜ ଏବଂ ତାଙ୍କ ପରିବାର ଲୋକଙ୍କ ଭିତରେ ଝଗଡା ହେଇଥିଲା ପରେ ସେ ଘରୁ ବାହାରକୁ ଚାଲିଯାଇଥିଲେ। ହେଲେ ସନ୍ଧ୍ୟାରେ ହୋଟେଲର ଅନ୍ୟ କର୍ମଚାରୀ ମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଏବଂ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking