30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗରିମାଣ୍ଡରେ ଯିବେ ଡି ବ୍ରଦର୍ସ: କମିଶନରେଟ ପୁଲିସ

ରିମାଣ୍ଡରେ ଯିବେ ଡି ବ୍ରଦର୍ସ: କମିଶନରେଟ ପୁଲିସ

ଭୁବନେଶ୍ୱର: ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଏନେଇ ଆଡି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ପ୍ରଦାନ କରିଛନ୍ତି । ରିମାଣ୍ଡରେ ନେବା ପରେ ସେମାନଙ୍କୁ ଅଧିକ ପଚରା ଉଚୁରା କରାଯିବ ବୋଲି ସେ କହିଛନ୍ତି । ଗତକାଲିର ଚଢାଉରେ ୧୬ଟି ଚୋରା ବନ୍ଧୁକ, ୧୦୯୫ ଗୁଳି ଜବତ କରାଯାଇଥିଲା । ଘର ଭିତରେ ଇଣ୍ଟେରିୟର ଡିଜାଇନ ଭିତରେ ତାକୁ ସବୁ ଲୁଚାଇ ରଖାଯାଇଥିଲା । ତେବେ ତଦନ୍ତ ବେଳେ ବିହାରର ମୁଙ୍ଗେରରୁ ଚୋରା ବନ୍ଧୁକ ଆସୁଥିବା ଜଣାପଡିଛି । ଅପରାଧୀ ପ୍ରକାଶ ବେହେରା ଗିରଫ ହେବା ପରେ ଏହି ତଥ୍ୟ ସେ ଦେଇଥିଲା । ଆଉ ସରୋଜ ସେଠୀ ବନ୍ଧୁକ ଦେଇଥିବା ପ୍ରକାଶ ବେହେରା କହିଥିଲା ।  ୪ଟି ବାଇକ ଜବତ । ଚଢାଉ ପରେ ୮ ଜଣ ଗିରଫ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking