ଦୀପାବଳି ବଢ଼ାଇଲା ଟେନସନ୍‌, ଗୁରୁତର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ବିଷ ବଳୟରେ ଦିଲ୍ଲୀବାସୀ। AQI ରହିଛି ୪୦୦ ଉପରେ । ଅତ୍ୟନ୍ତ ଖରାପ ସ୍ତରରେ ରହିଛି ଦିଲ୍ଲୀ ପ୍ରଦୂଷଣ । ଟେନସନ୍ ବଢ଼ାଇଛି ଦୀପାବଳି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଦୀପାବଳିରେ ବହୁ ମାତ୍ରାରେ ବାଣ ଫୁଟାଇବା ଯୋଗୁ ଦିଲ୍ଲୀ ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ପହଞ୍ଚିଛି। ଆକାଶରେ ଧୂଆଁର ଚାଦର ଦୃଶ୍ୟମାନ ହେଉଥିବାବେଳେ ଭିଜିବିଲିଟି ଖୁବ କମ୍ ରହିଛି। ଏପରି ସ୍ଥିତିରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶରେ ନଡ଼ାଗଦା ଜଳାଗଲେ ଦିଲ୍ଲୀର ଅବସ୍ଥା ଆହୁରି ଖରାପ ଆଡ଼କୁ … Continue reading ଦୀପାବଳି ବଢ଼ାଇଲା ଟେନସନ୍‌, ଗୁରୁତର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ