ପ୍ରେମିକ ପାଇଁ ବାପା ହାତରେ ହାତକଡ଼ି ପକାଇଲା ଝିଅ….

ଲକ୍ଷ୍ନୌ: ପ୍ରେମିକ ପାଇଁ ଜଣେ ଯୁବତୀ ବାପାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛି । ଯେଉଁ ବାପାର ହାତ ଧରି ସେ ଦିନେ ବାଟ ଚାଲି ଶିଖିଥିଲା, ଆଜି ହଠାତ୍ ୧୯ ବର୍ଷ ପରେ ସେ ପର ହୋଇଗଲେ । ପ୍ରେମିକ ସହ କଥା ହେବାକୁ ମନା କରିବାରୁ ବାପାଙ୍କୁ ହିଁ ଜେଲ୍‌ରେ ପୂରାଇ ଦେଇଛି ଝିଅ । ଆଉ ଝିଅର ଅଭିଯୋଗ କ୍ରମେ ବିଚରା ବାପା ବିରୋଧରେ ପୋଲିସ୍ ମାମଲା ରୁଜୁ କରିଛି । ଅଯୋଧ୍ୟାର … Continue reading ପ୍ରେମିକ ପାଇଁ ବାପା ହାତରେ ହାତକଡ଼ି ପକାଇଲା ଝିଅ….