34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପାକିସ୍ତାନ ମାନିଲା, କରାଚିରେ ଅଛି ଦାଉଦ୍

ପାକିସ୍ତାନ ମାନିଲା, କରାଚିରେ ଅଛି ଦାଉଦ୍

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଆତଙ୍କବାଦ ବିତ୍ତପୋଷଣ ଉପରେ ମନିଟରିଂ ରଖୁଥିବା ସଙ୍ଗଠନ ଏଫଏଟିଏଫ କଟକଣାରୁ ବର୍ତ୍ତିବା ପାଇଁ ନୂଆ ଚାଲ ଆପଣେଇଛି ପାକିସ୍ତାନ । ଏନେଇ ପାକିସ୍ତାନ ୮୮ଟି ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନର ତାଲିକା ଓ ସେମାନଙ୍କ ମାଲିକଙ୍କ ଜାରି କରିଛି । ଏହି ତାଲିକାରେ ଦାଉଦ ଇବ୍ରାହିମ୍, ମୁମ୍ବାଇ ଆକ୍ରପଣର ଅଭିଯୁକ୍ତ ରେହମାନ ଲଖଭିର, ହାଫିଜ ସଇଦ, ମାସୁଦ ଅଜହରଙ୍କ ନାମ ଉଲ୍ଲେଖ ରହିଛି ।
ଖବର ମୁତାବକ, ଏହି ଆତଙ୍କବାଦୀ ସଙ୍ଗଠନ ଓ ସେମାନଙ୍କ ମାଲିକଙ୍କ ସମ୍ପତ୍ତି ଜବତ କରିବା ଓ ବ୍ୟାଙ୍କ ଆକାଉଣ୍ଟକୁ ସିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking