ଧସିଲା ବୈତରଣୀ ନଦୀବନ୍ଧ

ଯାଯପୁର: ଧସିଲା ୫୦ ଫୁଟର ବୈତରଣୀ ନଦୀବନ୍ଧ ।  ଦଶରଥପୁର ବ୍ଲକ କମାଡିହି ପଂଚାୟତ ବଳରାମପୁର ଗାଁରେ ଏହି ନଦୀବନ୍ଧ ଧସିଥିବା ସୂଚନା ମିଳିଛି । ଘାଇ ସୃଷ୍ଟି ଆଶଙ୍କାରେ ନଦୀକୂଳିଆ ଲୋକେ । ନାବାଳକ ପ୍ରେମିକର ଘର ସମ୍ମୁଖରେ ନାବାଳିକା ପ୍ରେମିକାର ଧାରଣା