27.1 C
Bhubaneswar
Tuesday, March 19, 2024
Homeଖାଦ୍ୟଅବସାଦ ପାଇଁ ଡ଼ାର୍କ ଚକୋଲେଟ

ଅବସାଦ ପାଇଁ ଡ଼ାର୍କ ଚକୋଲେଟ

ଆଜିକାଲିର ବ୍ୟସ୍ତ ଜୀବନରେ ଓ ଏପଟ ସେପଟ ଖାଇବା ଯୋଗୁଁ ମାନସିକ ସମସ୍ୟା ଆମ ଜୀବନରେ ବଢିଯାଇଛି । ସର୍ଭେ କହୁଛି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ମାନସିକ ଅବସାଦର ଶିକାର । ଏହାର ଉପଚାର ପାଇଁ ଡ଼ାର୍କ ଚକୋଲେଟ ଏକ ଲଭକାରୀ ଖାଦ୍ୟ । ଅନେକ ଲୋକ ଭାବନ୍ତି ଏହି ଡ଼ାର୍କ ଚକୋଲେଟ ଅନ୍ୟ ଚକେଲେଟ ଭଳି ଏକ ଜଙ୍କ ଫୁଡ଼ ତେଣୁ ଖାଇବାରୁ ବଞ୍ଚନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି ଏହା ଆମ ଶରୀର ପାଇଁ ଉପଯୋଗୀ ଅଟେ । ଆସନ୍ତୁ ଜାଣିବା ଏହାର ଉପକାରିତ ଓ ଏହା କିପରି ମାନସିକ ଅବସାଦରୁ ମୁକ୍ତି ଦେଇଥାଏ ।
୧- ରିସର୍ଚରୁ ଜଣାପଡ଼ିଛି ଡ଼ାର୍କ ଚୋଲେଟ ରେ ୭୦ % କେକୋଆ ରହିଛି ଯାହା ଶରୀର ପାଇଁ ଶ୍ଟ୍ରେଷ ବୁଷ୍ଟର ଭାବେ କାର୍ଯ୍ୟ କରେ ।
୨- ଏଥିରେ ଥିବା ଆଣ୍ଟି ଅକ୍ସିଡ଼ାଣ୍ଟ କ୍ୟାନସର ଭଳି ସମସ୍ୟାକୁ ଦୂର କରେ ।
୩- ଏହାକୁ ନିୟମିତ ସେବନ ଦ୍ୱାରା ସ୍ନାୟୁ ଓ ହାଡ଼ ଜନିତ ରୋଗରୁ ଉପାମ ମିଳେ ।
୪- ଏହି କେକେଆ ର ସେବନ ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।
୫- ଡ଼ାର୍କ ଚକୋଲେଟ ଆମ ଚିନ୍ତାକୁ ଦୂର ରଖିଥାଏ ।
୬- ସର୍ଭେରୁ ଜଣାପଡ଼ିଛି ଏଥିରେ ଥିବା ସୁଗାରର ପରିମାଣ ଆମ ଶରୀରକୁ ଭଲ ଅନୂଭବ କରାଇଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking