ମାଆ ସହ ୨ ଶିଶୁଙ୍କୁ ମାରିଲା ଦନ୍ତା

ପଦ୍ମପୁର : ମାଆ ସହ ୨ ଶିଶୁଙ୍କୁ ମାରିଲା ଦନ୍ତାହାତୀ ପାଦ ତଳେ ଦଳିଦେଇଛି । ହାତୀ ମା ଛୁଆଙ୍କୁ ଦଳି ଦେଇଥିବା ବେଳେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି। ଆଉ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ବରଗଡ଼ ଜିଲ୍ଲା ପାଇକମାଲ ରେଞ୍ଜ ସଲଡିହି ଗାଁରେ ଘଟିଛି । ହାତୀଙ୍କ ପାଦତଳେ ପଡ଼ି ସିଲଡିହି ଗ୍ରାମର ବିପିନ ବରିହାଙ୍କ ପରିବାର ଛାରଖାର ହୋଇ ଯାଇଛି। ମୃତକଙ୍କ ମଧ୍ୟରେ … Continue reading ମାଆ ସହ ୨ ଶିଶୁଙ୍କୁ ମାରିଲା ଦନ୍ତା