ବଜ୍ରାଘାତରେ ଦନ୍ତା ମୃତ

ନରସିଂହପୁର: ବଡମ୍ବା ରେଞ୍ଜ ଅରଣ୍ଡା ଅଂଚଳରେ ଦନ୍ତାହାତୀର ମୃତ୍ୟୁ ହୋଇଥିବା ସୂଚନା । ବିଳମ୍ବିତ ରାତିରେ ବଜ୍ରାଘାତରେ ଦନ୍ତାର ମୃତ୍ୟୁ ନେଇ ରେଞ୍ଜରଙ୍କ ସୂଚନା । ନେପାଳରେ ପ୍ରକୃତିର ତାଣ୍ଡବ