ଚୁମ୍ବନ ଭିଡିଓ ପାଇଁ ଦଲାଇଲାମାଙ୍କ କ୍ଷମାଭିକ୍ଷା

ଧର୍ମଶାଳା: ଜଣେ ବାଳକକୁ ଚୁମ୍ବନ ଦେଉଥିବା ଘଟଣା ସୋିସିଆଲ ମିଡିଆରେ ଭାଇରାଲ ହେବାପରେ ତିଽତୀୟ ଧର୍ମଗୁରୁ ଦଲାଇଲାମା ଉକ୍ତ ବାଳକ ଓ ତାଙ୍କ ପରିବାରକୁ କ୍ଷମାପ୍ରାର୍ଥନା କରିଛନ୍ତି । ଏହି ଘଟଣାରେ ଦଲାଇଲାମାଙ୍କ ଟିମ୍ ସଫେଇ ଦେବାକୁ ଯାଇ କହିଛନ୍ତି ଯେ ଦଲାଇଲାମା ତାଙ୍କ ସମର୍ଥକଙ୍କୁ ଭେଟିବା ସମୟରେ ଏଭଳି ଉଦ୍ଦେଶ୍ୟ ରହିତ ଦୁଷ୍ଟାମି କରିଥାନ୍ତି । ଯଦି ଏହି ଘଟଣାରେ ସଂପୃକ୍ତ ବାଳକ କିମ୍ବା ତାଙ୍କ ପରିବାରର ସମ୍ମାନହାନି ହୋଇଥାଏ, ତେବେ ଦଲାଇଲାମା ନିଃସର୍ତ୍ତ କ୍ଷମାଭିକ୍ଷା … Continue reading ଚୁମ୍ବନ ଭିଡିଓ ପାଇଁ ଦଲାଇଲାମାଙ୍କ କ୍ଷମାଭିକ୍ଷା