ଦେଶରେ ଦୈନିକ ସଂକ୍ରମଣ ୨ଶହରେ ସୀମିତ; ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଆଇଏମଏ ସହ ବୈଠକ

ନୂଆଦିଲ୍ଲୀ : ଚୀନରେ କରୋନାର ପାଇଁ ହାହାକାର ପରିସ୍ଥିତି ଦେଖା ଦେଇଛି। ୨୪ ଘଣ୍ଟାରେ ଭାରତରେ ୧୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ୪,୪୬,୭୭,୩୦୨କୁ ବୃଦ୍ଧି ପାଇଛି। ସେହିପରି ଆଉ ୧୯୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୪୧,୪୩,୧୭୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୮୦%। ସେହିପରି ମୃତ୍ୟୁହାର ୧.୧୯%। ଆଉ ୩,୪୨୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୧%। … Continue reading ଦେଶରେ ଦୈନିକ ସଂକ୍ରମଣ ୨ଶହରେ ସୀମିତ; ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଆଇଏମଏ ସହ ବୈଠକ