ବାପା, ମା’ ଛେଉଣ୍ଡ ଜୀବନ: ଦୁର୍ଦ୍ଦିନରେ ୫ ପିଲା

ଠାକୁରମୁଣ୍ଡା: ବାପା, ମା’ ଛେଉଣ୍ଡ ପାଞ୍ଚୋଟି ପିଲା ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି । ସରକାରଙ୍କୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଛୋଟ ଛୋଟ ପାଞ୍ଚୋଟି ପିଲାଙ୍କ ବାପା ଓ ମାଆ ଆଗ ପଛ ହୋଇ ଅନାଥକରି ଅଫେରା ରାଇଜକୁ ଚାଲିଯିବା ପରେ ଏବେ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ର ଠାକୁରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖମଡିହା ଗ୍ରାମ ମାଟିଖଣି ସାହିରେ ବସବାସ କରୁଥିଲେ ସ୍ୱର୍ଗତ ବାଚ … Continue reading ବାପା, ମା’ ଛେଉଣ୍ଡ ଜୀବନ: ଦୁର୍ଦ୍ଦିନରେ ୫ ପିଲା