“ସତ୍ୟର ହେବ ଜୟ” : ଦୀପାଳି

ଝାରସୁଗୁଡା: ଆଜି ଝାରସୁଗୁଡା ସରବାହାଲଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତିସଭାରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନବ ଦାସଙ୍କ ସ୍ତ୍ରୀ, ପୁଅ, ଝିଅଙ୍କ ସହ କଥା ହୋଇ ତାଙ୍କୁ ସମବେଦନା ଜଣାଇଥିଲେ । ସୄଚନା ମୁତାବକ, ବାପାଙ୍କ ସ୍ମୃତିସଭାରେ ଝିଅ ଦୀପାଳି ବହୁତ ଭାବବିହ୍ୱଳ ହୋଇପଡିଥିଲେ । ବାପାଙ୍କ କଥା ମନେପକାଇ ଭାବଗର୍ବକ ଅଭିଭ୍ୟକ୍ତ ଦେଲେ ଦୀପାଳି । ବାପା କହିଥିଲେ ଯେଉଁଠି ରାମ ଅଛନ୍ତି ସେଠି ରାବଣ ବି ଅଛନ୍ତି । ଯେଉଁଠି କୃଷ୍ଣ … Continue reading “ସତ୍ୟର ହେବ ଜୟ” : ଦୀପାଳି