ଓଡ଼ିଶା ଉପକୂଳ ପାଖ ଦେଇ ଯିବ ବାତ୍ୟା: ୱିଣ୍ଡି

ଭୁବନେଶ୍ୱର : ଓଡ଼ିଶା ଉପକୂଳ ପାଖ ଦେଇ ଯିବ ବାତ୍ୟା। ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡ ଓ୍ଵିଣ୍ଡିର ଦୁଇଟି ମଡେଲ ଏହି ସୂଚନା ଦେଇଛି । ୟୁରୋପିଆନ୍‌ ମଡେଲ୍‌ ECMWFର ଆକଳନ ଅନୁଯାୟୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍‌ କରିବ ବାତ୍ୟା। କିନ୍ତୁ ଏହା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ। ସେହିପରି ଆମେରିକାନ୍‌ GFS ମଡେଲ୍‌ ଅନୁଯାୟୀ, ବାଂଲାଦେଶ ଚିଟ୍ଟାଗଙ୍ଗ ନିକଟ ଦେଇ ଲାଣ୍ଡଫଲ୍‌ କରିବ ବାତ୍ୟା। ତେବେ ଏହା ଓଡ଼ିଶା ଉପକୂଳ ନିକଟ ଦେଇ ଯିବ … Continue reading ଓଡ଼ିଶା ଉପକୂଳ ପାଖ ଦେଇ ଯିବ ବାତ୍ୟା: ୱିଣ୍ଡି