ବାତ୍ୟା ‘ ମିଗ୍ଜୋମ୍’ ପ୍ରଭାବ: ଚେନ୍ନାଇରେ ପ୍ରବଳ ବର୍ଷା, ୮ ଜଣଙ୍କ ମୃତ୍ୟୁ
ଚେନ୍ନଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ ମିଗ୍ଜୋମ୍’ ଭୀଷଣ ରୂପ ଧାରଣ କରିବା ସହ ସ୍ଥଳଭାଗ ମୁହାଁ ହୋଇଥିବା ବେଳେ ଏହା ପ୍ରଭାବରେ ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ଲାଗି ରହିଛି। ଚେନ୍ନଇ ସମେତ ଚେଙ୍ଗଲପେଟୁ,କାଞ୍ଚିପୁରମ ଏବଂ ତିରୁଭାଲୁର ଜିଲ୍ଲାରେ ଲାଗାଣ ବର୍ଷାକୁ ନେଇ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଏହିସବୁ ଜିଲ୍ଲା ବ୍ୟତୀତ ରାଜ୍ୟର ବହୁ ଉପକୂଳ ଜିଲ୍ଲା ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ଉଚ୍ଚ ବେଗରେ ପବନ ବୋହିବା ସହିତ … Continue reading ବାତ୍ୟା ‘ ମିଗ୍ଜୋମ୍’ ପ୍ରଭାବ: ଚେନ୍ନାଇରେ ପ୍ରବଳ ବର୍ଷା, ୮ ଜଣଙ୍କ ମୃତ୍ୟୁ
Copy and paste this URL into your WordPress site to embed
Copy and paste this code into your site to embed