34.1 C
Bhubaneswar
Thursday, April 25, 2024
HomeUncategorizedକମିନି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଧଶା 

କମିନି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଧଶା 

ଯାଜପୁର : ଯାଜପୁର ଜିଲାକୁ ଆସିଥିବା ପ୍ରଳୟଙ୍କରି ବନ୍ୟା ଛାଡିବାର ଦୀର୍ଘଦିନ ପରେ କମିନି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଧଶା । ଦଶରଥପୁର ବ୍ଲକ ଦତପୁର ପଂଚାୟତରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଅନେକ ପରିବାର ବାସହରା ହରାଇ ବିଭିନ୍ନ ନଦୀ ବନ୍ଧରେ ଆଶ୍ରୟ ନେଇଥିଲେ । କିନ୍ତୁ ବନ୍ୟା ଛାଡିବାର ଦୀର୍ଘ ଦିନ ପରେ ମଧ୍ୟ ସେମାନେ ନିଜ ଭିଟାମାଟିକୁ ନ ପେଂରି ସେହି ବନ୍ଧ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ଉପଯୁକ୍ତ କ୍ଷତିପୁରଣ ମିଳିନଥିବାରୁ ଏହି ବନ୍ୟା ବିପନ୍ନ ମାନେ ଖରା କାକରରେ ଦିନ କାଟୁଛନ୍ତି । ଅନ୍ୟପଟେ ଏ ନେଇ ଜିଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରେ ଏ ନେଇ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking