ଡାକ୍ତରଙ୍କଠାରୁ ୩ ଲକ୍ଷ ନେଇଗଲେ ସାଇବର ଠକ

ବ୍ରହ୍ମପୁର:ଜଣେ ଡାକ୍ତରଙ୍କ ଠାରୁ ସାଇବର ଠକମାନେ ୩ ଲକ୍ଷ ୨୫ ହଜାର ଟଙ୍କା ଠକି ନେଇଛନ୍ତି । ତାଙ୍କ ଷ୍ଟେଟବ୍ୟାଙ୍କର ୟୋନୋ ଆପ୍ ଅବନ୍ଦ ହୋଇଯିବ କହି ଉକ୍ତ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଜଣେ ଡାକ୍ତର ଜଣଙ୍କ ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ଡାକ୍ତର ଲକ୍ଷ୍ମୀକାନ୍ତ ଚାନ୍ଦ … Continue reading ଡାକ୍ତରଙ୍କଠାରୁ ୩ ଲକ୍ଷ ନେଇଗଲେ ସାଇବର ଠକ