ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ନାଁ ନେଇ ଟଙ୍କା ମାଗୁଛି ସାଇବର ଠକ

ଭୁବନେଶ୍ବର: ବିଜେଡି ନେତ୍ରୀ ତଥା ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ଫଟୋକୁ ହ୍ବାଟ୍ସଆପ୍‌ରେ ବ୍ୟବହାର କରି ସାଇବର ଠକ ଲୋକଙ୍କୁ ଟଙ୍କା ମାଗୁଛି। ଜଣେ କି ଦୁଇଜଣ ନୁହେଁ, ପାଖାପାଖି ୧୦ରୁ ଅଧିକ ଲୋକଙ୍କୁ ଏହିଭଳି ଏକକାଳୀନ ମେସେଜ୍ ପଠାଇ ଟଙ୍କା ମାଗୁଥିବା ଜଣାପଡ଼ିଛି। ଏନେଇ ଶ୍ରୀମୟୀ ଭୁବନେଶ୍ବର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଖବର ଅନୁସାରେ, ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଏକ ଅଜଣା ହ୍ବାଟ୍ସଆପ୍ ନମ୍ବରରୁ ସବ୍ୟସାଚୀ ନାମକ ଜଣେ ଯୁବକଙ୍କୁ ମେସେଜ୍ … Continue reading ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ନାଁ ନେଇ ଟଙ୍କା ମାଗୁଛି ସାଇବର ଠକ