27.1 C
Bhubaneswar
Friday, March 29, 2024
Homeଅପରାଧବଢୁଛି ସାଇବର ଠକେଇ

ବଢୁଛି ସାଇବର ଠକେଇ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିଚାଲିଛି ସାଇବର ଅପରାଧ । ଏ ନେଇ ଏକ ରିପୋର୍ଟ ଜାରି କରିଛି ନେସନାଲ କ୍ରାଇମ ରେକର୍ଡ ବୁରୋ(ଏନସିଆରବି) । ଏହି ରିପୋର୍ଟ ଅନୁଯାୟୀ ପୂର୍ବ ବର୍ଷ ତୁଳନାରେ ୧୧.୮ ପ୍ରତିଶତ ସାଇବର ଠକେଇ ବୃଦ୍ଧି ପାଇଛି । ଏହା ୨୦୧୯ରେ ୪୪ ହଜାର ୭୫୩ କେସ ଆସିଥିଲା । ୨୦୨୦ରେ ଏହା ୫୦ ହଜାର ୩୫ ଅପରାଧିକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରୁ ୬୦ ପ୍ରତିଶତ ଠକେଇ ସମ୍ପର୍କିତ ମାମଲା ରହିଥିବା ବେଳେ ୬.୬ ପ୍ରତିଶତ ଯୌନ ନିର‌୍ୟାତନା ମାମଲା ରହିଛି । ଦେଶରେ ଦିନକୁ ଦିନ ଏଭଳି ଅପରାଧିକ ମାମଲା ବଢୁଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ଏଥିପ୍ରତି ଦୃଷ୍ଟି ଦେଇଛି । ଏ ନେଇ ରାଜ୍ୟ ଗୁଡିକରେ କିପରି ଅଧିକ ସାଇବର ସେଲ ଗଠନ କରାଯିବ ସେ ନେଇ ଗୁରୁତ୍ୱ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking