32.1 C
Bhubaneswar
Thursday, March 28, 2024
Homeଓଡିଶାକଟକ ଟ୍ରାଜେଡି: ନାବାଳିକା ମୃତ

କଟକ ଟ୍ରାଜେଡି: ନାବାଳିକା ମୃତ

କଟକ: କଟକ ବକ୍ସଡ୍ରେନ ଟ୍ରାଜେଡି ନାବାଳିକାର ମୃତ୍ୟୁ । କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ଆଜି ଗମାଡିଆ ପାକରେ ପାଇପ ସନ୍ଧିରେ ଖସିପଡିଥିଲେ ନାବାଳକ । ବକ୍ସଡ୍ରେନ ନିର୍ମାଣ ପାଇଁ ଲାଗିଥିବା ପାଇପ ସନ୍ଧିରେ ଖସିପଡିଥିଲେ । ପାଇପ୍ ଡେଉଁ ଲୁହା ପୋଲକୁ ଯିବାବେଳେ ଖସିପଡିଥିଲେ । ଉଦ୍ଧାର ଉଦ୍ୟମ ବେଳେ ଲୁହା ପୋଲଟି ବି ଭୁସୁଡି ପଡିଥିଲା । ଗୁରୁତା ଅବସ୍ଥାରେ ଉଦ୍ଧାର କରାଯାଉ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପୁଲିସର ନିର୍ଯ୍ୟାତନା ପାଇଁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ଆଇଆସିସିଙ୍କୁ ଅଟକ ରଖିଲେ ଗ୍ରାମବାସୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking