ଆସିଲା କଟକ ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ
କଟକ: ଆସିଲା କଟକ ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ। ମର୍କତନଗର ଥାନାକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କଲେ ଏସସିବି ମେଡ଼ିକାଲ କର୍ତୃପକ୍ଷ। ବେକରେ ରଶି ଲଗେଇବା ଯୋଗୁ ବିଚାରପତିଙ୍କ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ହୋଇଛି। ଗତ ଦୁଇ ତାରିଖରେ କଟକ ସିଡିଏ ସେକ୍ଟର ୯ ସ୍ଥିତ ନିଜ ବାସ ଭବନରେ ସୁବାସ ବିହାରୀ ଆତ୍ମହତ୍ୟା କରିଥିଲେ। ସେପଟେ ସୁବାସ ବିହାରୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ତାଙ୍କ … Continue reading ଆସିଲା କଟକ ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ
Copy and paste this URL into your WordPress site to embed
Copy and paste this code into your site to embed