କଟକ ଆସିଲା ରଥ କାଠ

ପୁରୀ : ଶ୍ରୀଜିଉଙ୍କ ରଥ କାର୍ଯ୍ୟ ପାଇଁ କଟକ ଆସିଲା ରଥ କାଠ । କଟକ ସ୍ଥିତ କରତ କଳକୁ କାଠ ଚିରଟ ପାଇଁ ଆସିଲା । ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା।  ତେବେ ଅନ୍ୟପଟେ ନିର୍ବାଚନ ଥିବାରୁ ଆଦର୍ଶ ଆଚରଣ ବିଧିକୁ ଗୁରୁତ୍ୱର ସହ ନେଇ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆଇନ ଶୃଙ୍ଖଳା ,ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ ସହ ନୀତିକାନ୍ତି ଶୃଙ୍ଖଳିତ କରିବା ଉପରେ ବୈଠକରେ … Continue reading କଟକ ଆସିଲା ରଥ କାଠ